ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବରର ବନ୍ଧୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ଙ୍କ ମହାନତା

ନୂଆପଡା,  // ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମ ପଂଚାୟତ ଭାଲୁଡୁଙ୍ଗରି ଗ୍ରାମର ଆଦିବାସୀ ଦମ୍ପତ୍ତିଙ୍କୁ ମାସିକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଟିଭି ମୁକ୍ତ ଭାରତ ଆହ୍ବାନ କ୍ରମେ ଟିବି ରୋଗୀଙ୍କୁ ପୋଷ୍ୟ ଗ୍ରହଣ କରି ତାଙ୍କ ମାସିକ ଖାଦ୍ୟ ସାମଗ୍ରୀ ଯୋଗାଣ ନେଇ ମିତ୍ର ରୂପେ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଯୋଗାଣ ଆହ୍ବାନ କରିଥିଲେ। ନାଗରିକ ଏହାର ସଂକଳ୍ପ ନେଇଥାନ୍ତି। ତେଣୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ୬ ମାସ ଧରି ଏହି ଦମ୍ପତିଙ୍କ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ନିଜେ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ୬ ମାସ ଧରି ମାସିକ ଖାଦ୍ୟ ପ୍ରଦାନ କରିଛନ୍ତି। ଏହି ଖାଦ୍ୟ ସାମଗ୍ରୀ ପ୍ରଦାନ ବେଳେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଗୋପାଳ ମଲ୍ଲିକ ଯୋଗ ଦେଇଥିଲେ। ଭାରତରୁ ଟିବି ମୁକ୍ତ ଭାରତ ଗଠନ ପାଇ ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ରହିଥିବା ବେଳେ ଖାଦ୍ୟ ଯୋଗାଣ ଦ୍ଵାରା ଟିବି ରୋଗୀଙ୍କ ପାଇଁ ଆରୋଗ୍ୟ ହେବାରେ ସହଯୋଗ ହୋଇଥାଏ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ନେ଼ଇ ସାମ୍ୱାଦିକ ସମ୍ମିଳନୀ

masiha

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠା ପକ୍ଷରୁ ତ୍ରିଦିବସିୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ର ବିକାଶ ପାଇଁ କର୍ମଶାଳା

masiha

ଶହେରୁ ଉର୍ଦ୍ଧ୍ବ ବର୍ଷର ପରମ୍ପରା ସରିଲା ଚାଷୀପଡ଼ା ଉଡ଼ା ପର୍ବ

masiha

Leave a Comment

error: Content is protected !!