ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ନିୟମ ପରିବର୍ତ୍ତନ କରାଗଲେ:ଜାତି ଧର୍ମ ବର୍ଣର ସୁରକ୍ଷା ହେବ

ନବରଙ୍ଗପୁର—(ମସିହା) ଭାରତ ବର୍ଷରେ ସମସ୍ତ ପିତା ମାତାଙ୍କର ବହୁ ଆଶା ଥାଏ,ମୋ ପୁଅ ବିଭାହ କରି ବୋହୁ ଆଣିଲେ ସେମାନଙ୍କ ପ୍ରଉଢ ଅବସ୍ତାରେ ତାଙ୍କର ଭଲ ମନ୍ଦ ବୁଝିବ ଓ ବଂଶ ରକ୍ଷା କରିବ।କିନ୍ତୁ ପୁଅ ଝିଅଙ୍କ ବୟସ ୧୮ ରୁ ତଳକୁ ଥିଲେ,ପିତା ମାତା ଓ ଆଇନ ବଳରେ ତାଙ୍କୁ ଅଲଗା କରାଯାଇପାରିବ।ଏଭଳି ମାମଲା ସମସ୍ତ ଥାନାରେ ଦେଖିବାକୁ ମିଳୁଛି।କିନ୍ତୁ ଦୁଖର କଥା ୧୮ ରୁ ପୁଅ ଝିଅଙ୍କ ବୟସ ଅଧିକ ହୋଇଥିଲେ, ସେମାନେ ଯାହା ଚାହିବେ,ତାହା କରିପାରିବେ ଆଇନ ଅଲଗା କରି ପାରିବ ନାହିଁ ।ଏହି ନିୟମ ଯୋଗୁ କେତେ ସବର୍ଣ ପରିବାର ଅସବର୍ଣ ପରିବାର ପୁଅ ବୋହୁଙ୍କ ସୁଖରୁ ବଞ୍ଚିତ ହେଉ ଥିବାବେଳେ ଜାତି ଧର୍ମ ବର୍ଣର ସୁରକ୍ଷା ବଦଳରେ ନଷ୍ଟ ହେବାକୁ ବସିଲାଣି।ଭାରତ ବର୍ଷରେ ପ୍ରତ୍ୟେକଙ୍କ ଧର୍ମ କୁ ସମସ୍ତେ ମାନନ୍ତି ଓ ସମ୍ମାନ ଦିଅନ୍ତି,ହେଲେ ୧୮ ବର୍ଷରୁ ଉର୍ଧ ଏବେ ହିନ୍ଦୁ ପୁଅ ହୋଇ ମୁସଲମାନ ଝିଅକୁ ଭଲ ପାଇ ଘରକୁ ଆଣିବା ଦ୍ଵାରା ଘରେ ନ ରହି ବାହାରେ ରହି ଧର୍ମ ନଷ୍ଟ କରୁଛନ୍ତି।ଏହା ଦ୍ଵାରା ପରିବାର,ପରିଜନ ଦୁଖ କଷ୍ଟରେ ରହୁଥିବା ଦେଖାଯାଉଛି।ଏହି ନିୟମ ଯଦି ଜାତି ଜାତି ଭିତରେ କାର୍ଜ୍ୟକାରୀ ହୁଅନ୍ତା, ତେବେ ସାରା ଭାରତ ଓ ସାରା ରାଜ୍ୟରେ ଜାତି ଧର୍ମ ବର୍ଣର ସୁରକ୍ଷା ହୋଇ ପାରନ୍ତା।ନଚେତ୍ ଜାତି ଧର୍ମ ବର୍ଣର ସୁରକ୍ଷା ଅସମ୍ଭବ।ଉକ୍ତ ଆଇନର ପରିବର୍ତ୍ତନ ନହେଲେ ସବର୍ଣ ପୁଅ ଝିଅ ଅସବର୍ଣ ପୁଅ ଝିଅଙ୍କ ବିବାହ ହେବା ଦ୍ଵାରା ସମାଜ ନଷ୍ଟ ହେବା ସହ ବର୍ଣଶଙ୍କର ଛୁଆ ଜନ୍ମହୋଇ ସଂସାରକୁ ସୁରକ୍ଷା ଦେବା ଅସମ୍ଭବ ହୋଇ ପଡିବ,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।ଏବେ ସବୁ ଜିଲ୍ଲାରେ ଏପରି ଘଟଣା ଦ୍ରୁତ ଗତିରେ ବଢି ଚାଲିଛି,ତେଣୁ ପରିବର୍ତ୍ତନର ଆବଶ୍ୟକତା ରହିଛି ।ଏଣୁ ସରକାର ବେଳ ଥାଉଣୁ ଏହି ଆଇନର ପରିବର୍ତ୍ତନ ନ କଲେ ଜାତି ଧର୍ମ ବର୍ଣର ସୁରକ୍ଷା ହେବା ସହିତ ସୁସ୍ଥ ସମାଜ ଗଠନ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।ଏହାଦ୍ଵାରା ସମସ୍ତ ପରିବାର ପୁଅ ବୋହୁ ଙ୍କ ସୁଖ ପାଇବା ସହ ଅସଜଡା ପରିବାର ସଜାଡି ହୋଇ ଆନନ୍ଦରେ କାଳାତିପାତ କରିପାରିବେ।ଜାତି ଜାତିରେ ବିବାହର ଗୁରୁତ୍ଵ ରହିଲେ ସମାଜରେ ଜାତି ଧର୍ମ ବର୍ଣର ସୁରକ୍ଷା ନିଶ୍ଚୟ ହୋଇପାରିବ ଓ କେତେ ଅଘଟଣରୁ ମଧ୍ୟ ରକ୍ଷା ମିଳିପାରିବ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଗଣମାଧ୍ୟମ ର ପ୍ରଭାବ, ଖବର ପ୍ରସାରଣ ପରେ ଉଠା ଜଳସେଚନ କାର୍ଯ୍ୟଳୟ ର ସଫେଇ ଆରମ୍ଭ

Sunil Chandra Nayak

ଉମରକୋଟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

Leave a Comment

error: Content is protected !!