ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳିଲା ସୋଲାର ଷ୍ଟ୍ରିଟ ଲାଇଟ

କାମାକ୍ଷାନଗର (ମନିସ )୧୪/୦୨ ଆଜକୁ ପ୍ରାୟ ମାସେ ତଳେ ପଣ୍ଡୁଆର ଗ୍ରାମ ବାସି ମାନେ କୋଟଗାର ସରପଞ୍ଚ ଙ୍କୁ ଅଭିଯୋଗ କରିଆସୁଥିଲେ କି ପଣ୍ଡୁଆ ରେ ଆଗରୁ ଥିବା ସୋଲାର ଷ୍ଟିଟି ଲାଇଟ ଖରାପ ହୋଇଯାଇଅଛି l ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କୋଟଗରା ସରପଞ୍ଚ ଶ୍ରୀମତୀ ସୁଲଚନା ଦଳେଇ ଗାଁ ରେ ନୂତନ ସୋଲାର ଷ୍ଟ୍ରିଟ ଲାଇଟ ଲଗେଇଥିଲେ l ତାଙ୍କର ଏପରି କାର୍ଯ୍ୟାଦାକ୍ଷତାକୁ ଦେଖି ପଣ୍ଡୁଆର ଲୋକମାନେ ସରପଞ୍ଚଙ୍କୁ ଧନ୍ୟବାଦ ଦେଈଥିଲେ ଏବଂ ସରପଞ୍ଚଙ୍କ କାର୍ଯ୍ୟ ଦେଖି ଚାରିଆଡେ ଆଲୋଡନ ସୃଷ୍ଟି ହେଇଚି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

Sunil Chandra Nayak

ଗୌସ-ଉଲ-ୱାରା ସମ୍ମିଳନୀରେ ଭାରତ ସମେତ ବିଦେଶର ପ୍ରସିଦ୍ଧ ବିଦ୍ୱାନମାନଙ୍କ ଅଂଶଗ୍ରହଣ ଲଣ୍ଡନରୁ ଆସୁଛନ୍ତି ହାସିମ ଅବଦୁଲ କାଦିର ମନସୁର ଜିଲାନି

Sunil Chandra Nayak

ନୃତ୍ୟ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ, ବାର୍ଷିକ ଉତ୍ସବରେ ହେବେ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!