ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

ରାୟଗଡା :- ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ ସମ୍ମାନୀୟ ଜିଲ୍ଲାପାଳଙ୍କ ଦ୍ଵାରା ସଦର ମହକୁମା ଡାକ୍ତରଖାନା ରାୟଗଡ଼ ଠାରେ ହୋଇଯାଇଛି ।

 ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ସଫଳତା ପାଇଁ ଜିଲ୍ଲାର ୦ – ୫ ବର୍ଷ ବୟସର ସମୁଦାୟ ୧୧୩୪୪୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ୧୦୩୨ଟି ବୁଥ କରାଯାଇଛି । ଏହି ଅଭିଯାନରେ ତାଲିମପ୍ରାପ୍ତ ୨୦୬୪ଜଣ ଟୀକାକର୍ମୀଙ୍କ ସହିତ ୧୨୬ ଜଣ ସୂପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ଅପହଞ୍ଚ , ଦୁର୍ଗମ କିମ୍ବା କୌଣସି ସ୍ଥାନକୁ ଯାତ୍ରା କରୁଥିବା ଶିଶୁଙ୍କ ଟୀକାକରଣ ପାଇଁ ୩୪ଟି ଟ୍ରାଞ୍ଜିଟ ଟିମ ସହ ୨୩ଟି ମୋବାଇଲ ଟିମକୁ ପ୍ରସ୍ତୁତ କରାଯାଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ  

masiha

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

masiha

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

Leave a Comment

error: Content is protected !!