ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୩୫ କେଜି ଗଞ୍ଜେଇ ଜବତ ସହ ୪ ଜଣ ମହିଳା କୁ ଗିରଫ କଲା ଖଜୁରିପଡା ଥାନା ପୋଲିସ

ଖଜୁରିପଡା ଥାନା ପୋଲିସ ତା ୨୦/୨/୨୦୨୩ ରିଖ ସୋମବାର ଦିନ ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା ମଧୁସ୍ମିତା ନାମକ ଘୋରଇ ଯାତ୍ରୀବାହି ବସ ଉପରେ ଚଢ଼ାଉ କରି ୩୫ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ସୋମବାର ଦିନ ଖଜୁରିପଡା ଥାନା ପୋଲିସ ମଧୁସ୍ମିତା ନାମକ ଘରୋଇ ବସ ରେ ଫୁଲବାଣୀ ରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖଜୁରିପଡା ଷ୍ଟେଟବ୍ୟାଙ୍କ ଛକରେ ଚଢ଼ାଉ କରି ସେହି ଗାଡ଼ିରେ ଥିବା ୩୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ କେସ ନଂ ୨୨/୨୦୨୩ ଦଫା ଗଞ୍ଜେଇ ଚୋରା ଚାଲାଣ ଜନିତ ଏକ ମାମଲା ରୁଜୁ କରି ଗଞ୍ଜେଇ ନେଇ ଯାଉଥିବା ଗୋଛାପଡା ଥାନା ଅନ୍ତର୍ଗତ ମୁସଲିପାଙ୍ଗା ଗ୍ରାମର ଚାନ୍ଦିନୀ ଦିଗାଲ, ରୁନିମା ଦିଗାଲ, ଚନ୍ଦ୍ରମା ଦିଗାଲ ଓ ବାଲନ୍ଦାପଡା ର ସୁନନ୍ଦା ସାହାଣୀ କୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା ଖଜୁରିପଡା ଥାନା ଅଧିକାରୀ ଗେଲି କୁମାରୀ ସାହୁ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଚଢ଼ାଉ ବେଳେ ଏସ ଆଇ ଉଦ୍ଧବ ଜାନୀ, ଦୀନବନ୍ଧୁ ପ୍ରଧାନ, ଶିଶିର ପ୍ରଧାନ, ପିକେ ନେମାଳ ପୁରୀ,ଜଗନ୍ନାଥ ଜେନା, ବାସୁଦେବ ପଣ୍ଡା, ବିପ୍ରଚରଣ ମଲ୍ଲିକ, ପ୍ରକାଶ ବିଷୋୟୀ ପ୍ରମୁଖ ଚଢ଼ାଉ ରେ ଭାଗ ନେଇଥିଲେ । ସୂଚନା ରହିଛି ପ୍ରତ୍ୟେକ ଦିନ ଗୋଛାପଡା ,ଫିରିଙ୍ଗିଆ, ଖଜୁରିପଡା ଥାନା ଅନ୍ତର୍ଗତ ଗ୍ରାମ ଗୁଡିକ ରୁ ଫୁଲବାଣୀ ରୁ ବ୍ରହ୍ମପୁର, ଭୁବନେଶ୍ୱର ,କଟକ,ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ରାଉରକେଲା ଯାଉଥିବା ଘରୋଇ ବସ ଓ ଓଏସ ଆର ଟି ସି ବସ ଗୁଡ଼ିକ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ଙ୍କର କାଆଁ ଭାଁ ଚଢ଼ାଉ ଯୋଗୁଁ ଗଞ୍ଜେଇ ଚାଲାଣ କାରୀ ମାନେ ଖସି ଯିବାର ସୁଯୋଗ ପାଇଥାନ୍ତି। ଫୁଲବାଣୀ ରୁ ପ୍ରତ୍ୟେକ ଦିନ ଅଭିନବ ଉପାୟ ରେ ମହିଳା ମାନେ ୪ ରୁ ୫ କିଲୋ ଲେଖାଏଁ ଗଞ୍ଜେଇ ଭେନିଟ ବ୍ୟାଗରେ ଧରି ଭୁବନେଶ୍ୱର ଯାଇ ସେଠାରୁ ଟ୍ରେନ ଯୋଗେ କିମ୍ବା ବସ ଯୋଗେ ପଶ୍ଚିମ ବଙ୍ଗ କଲିକତା ଯାଇ ବ୍ୟବସାୟ କରୁଥିବା ଜଣାପଡିଛି। ବସ ଡ୍ରାଇଭର, କଣ୍ଡକ୍ଟର, ହେଲପର ଙ୍କ ସହ ସଲାସୁତୁରା କରି ଏହି ମହିଳା ମାନେ ଗଞ୍ଜେଇ ନେବାରେ ସକ୍ଷମ ହୋଇଥାନ୍ତି। ଏହି ଗଞ୍ଜେଇ ଚାଲାଣ କାରୀ ମହିଳା ମାନେ ଯେଉଁ ବସ ମାନଙ୍କରେ ଗଞ୍ଜେଇ ନେଇ ଯାଇଥାନ୍ତି ସେହି ବସ ରେ ଗୋଟିଏ ସିଟ ପ୍ରତି ୮ଶହ ରୁ ୯ ଶହ ଟଙ୍କା ଦେଇ ଟିକେଟ କାଟିଥାଆନ୍ତି ଯାହା ଫଳରେ ସେହି ଗାଡି ଷ୍ଟାଫ ପୋଲିସ ଓ ଅବକାରୀ ବିଭାଗ ର କିଛି ଲାଞ୍ଚୁଆ କର୍ମଚାରୀ ଙ୍କ ସହିତ ହାତ ମିଳାଇ କେତେ ବେଳେ କେଉଁ ସ୍ଥାନରେ ପୋଲିସ ଓ ଅବକାରୀ ତନଖି କରୁଛନ୍ତି ଆଗୁଆ ସୂଚନା ଦେଇଥାନ୍ତି। କନ୍ଧମାଳ ରେ ଅଳ୍ପ ବୟସ ଯୁବକ ଯୁବତୀ ଲାଭ ଜନକ ବ୍ୟବସାୟ ଗଞ୍ଜେଇ ଚାଲାଣ କାର୍ଯ୍ୟ ରେ ଲିପ୍ତ ରହି ନିଜକୁ ନଷ୍ଟ ଭ୍ରଷ୍ଟ କରିସାରିଲେଣି। କଲେଜ ଆସୁଥିବା ଝିଅ ମାନେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଆଣି ଫୁଲବାଣୀ ରେ ଗଞ୍ଜେଇ ମାଫିଆ ମାନଙ୍କ ଘରକୁ ଯାଇ ଦେଇ ଯାଉଥିବା ନଜିର ରହିଛି। ତତ ସହିତ ପ୍ରତ୍ୟେକ ଦିନ ଫୁଲବାଣୀ ରୁ ଦିନରେ କିମ୍ବା ରାତିରେ ଭୁବନେଶ୍ୱର ଯାଉଥିବା ବସ ମାନଙ୍କରେ ଯୁବକ ଯୁବତୀ ମାନେ ଗଞ୍ଜେଇ ନେଇ ଯାଇଥାନ୍ତି। ଏପଟେ ପୋଲିସ ଅବକାରୀ କର୍ମଚାରୀ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରୁଥିବା ବେଳେ ଗଞ୍ଜେଇ ସହ ଚାଲାଣ ହେଉଥିବା ଦୁଇ ଚକିଆ ହେଉ ଅବା ଚାରି ଚକିଆ ଗାଡି ଜବତ କରନ୍ତି କିନ୍ତୁ ଚାଲାଣ କାରୀ ଅଭିଯୁକ୍ତ ପୋଲିସ ଠାରୁ ଖସି ପଳାଇବାରେ ସକ୍ଷମ ହୋଇଥାନ୍ତି। ବେଳେ ବେଳେ ପୋଲିସ ଗଞ୍ଜେଇ ଚାଲାଣ କାରୀ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥାଏ। ପୋଲିସ ହାବୁଡ଼ରେ ପଡି ଜେଲ ଯାଇ ଏହି ଯୁବକ ଯୁବତୀ ମାନେ ଆସିଥିଲେ ମଧ୍ୟ ଏମାନଙ୍କ ର ଜୀବନ ଶୈଳୀ ରେ ପରିବର୍ତ୍ତନ ଆସେ ନାହିଁ। କାରଣ ଏମାନଙ୍କ ଜୀବନ ର ଲକ୍ଷ ଭ୍ରଷ୍ଟ ହୋଇଥାଏ । ଏମାନେ ସଚେତନ ହୋଇନଥାନ୍ତି । ଏହି ମାନଙ୍କୁ କାହାର ଅଭୟ ବର ମିଳିଛି କିଏ କହିବ । ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ଙ୍କର ଲାଞ୍ଚ ଖୋର ମନଭାଵ ଓ ଦାୟିତ୍ୱ ହୀନତା ଯୋଗୁଁ ଯୁବ ସମାଜ ଲକ୍ଷ ପଥଚ୍ୟୁତ ହେଉଥିବା ବୁଦ୍ଧିଜୀବୀ ମହଲର ଆଲୋଚନା ରୁ ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ବସ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରୁ ଚୋରି

masiha

ଲାଉଗୁଡା ନିକଟରେ ଅଜଣା ଯୁବକଙ୍କ ଝୁଲନ୍ତା ସବ ଜବତ କଲା ପୋଲିସ

masiha

ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ:ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort