ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ନର୍ଲା /୬/୦୨- (ମନିସ):- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଗିଗିନା ଗ୍ରାମପଞ୍ଚାୟତ ଅଧିନସ୍ଥ ଚୌକିପଦର ଗ୍ରାମ ସ୍ଥିତ ବାବା ରାଜେନ୍ଦ୍ର ଦାସଙ୍କ ଆଶ୍ରମରେ ୧୬ ପ୍ରହରୀ ନାମ ଯଜ୍ଞ ବାବାଙ୍କ ତତ୍ତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ତା ୨୪/୦୨/୨୦୨୩ ରିଖ ରୁ ତା ୨୬/୦୨/୨୦୨୩ ରିଖ ୩ ଦିନ ଧରି ଆୟୋଜିତ ଏହି ନାମ ଯଜ୍ଞ କାର୍ଯ୍ଯକ୍ରମରେ ଚୌକିପଦର କମିଟିର ସଭାପତି ଶ୍ରୀ ଗୋପାଳ ସାହୁ ଓ ସମ୍ପାଦକ ଶ୍ରୀ ଅଶୋକ ସାହୁ,ଶ୍ରୀ ରଥ ମାଝୀ, ଶ୍ରୀ ନିବାସ ନାଗ,ଶ୍ରୀ ଫକୀର ହରିଜନ,ଶ୍ରୀ କାଙ୍ଗାଲୁ ହରିଜନ ପ୍ରମୁଖ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ୧୬ ପ୍ରହରୀ ନାମ ଯଜ୍ଞ କୁ ଦେଖିବାପାଇଁ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ଓ ଶ୍ରଧାଳୁଙ୍କ ସମାଗମ ହୋଇଥିଲା। ଚୌକି ପଦର ଗ୍ରାମର ସମସ୍ତ ଜନସାଧାରଣ ଙ୍କ ସହଯୋଗ କ୍ରମେ ୧୬ ପ୍ରହରୀ ନାମ ଯଜ୍ଞ ଟି ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ

Sunil Chandra Nayak

ଦାସୀ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!