ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା : ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ

ନର୍ଲା-(ମ.ପ୍ର) କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପରିସରରେ ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ନେଇ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଅଫିସର କ୍ଷିତିଶ ଚନ୍ଦ୍ର ନାଏକ, ରେଭନ୍ୟୁ ଅଫିସର, ୨୨ଜଣ ସୁପରଭାଇଜର, ୪୪ଜଣ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ, ୨୨ଜଣ ପିଅନ ମୋଟ ୮୮ ଜଣ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଗୋଟିଏ ଟିମ୍ ଗୋଟିଏ ପଞ୍ଚାୟତ ଭୋଟ ଗଣତି କରିବେ। ପ୍ରଥମେ ଫେବୃଆରୀ ୨୬ ତାରିଖ ଦିନ ନର୍ଲା ଜୋନ ୧ର ଆଠ ଗୋଟି ପଞ୍ଚାୟତର ଭୋଟ ଗଣତି ହେବ। ସେହିପରି ୨୭ ତାରିଖ ଦିନ ଜୋନ୍ ନଂ ୨ର ୧୦ଟି ପଞ୍ଚାୟତ ଓ ୨୮ ତାରିଖ ଦିନ ୮ଟି ପଞ୍ଚାୟତର ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଥମେ ୱ।ର୍ଡ ସଭ୍ୟ, ସରପଂଚ, ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦର ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୪ ତାରିଖ ଦିନ କରୋନା ନେଗେଟିଭ ରିପୋର୍ଟ ଦେଇ କର୍ମଚାରୀ ମାନେ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ କରି ପାରିବେ ବୋଲି ସୂଚିତ କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଅଦ୍ୟାବଧି ଶୌଚାଳୟରୁ ବଞ୍ଚିତ ଜୟପାଟଣା ସହର 

Sunil Chandra Nayak

ରଏନ ଗୁଡା କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ନୀରବ 

Sunil Chandra Nayak

ସଂସ୍କୃତ ଶିକ୍ଷକ ପ୍ରଦିପ୍ତ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort