ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଳକ – ୭୭.୭୫,ଧର୍ମଗଡ ବ୍ଳକ – ୮୨.୯୯ ଓ ଜୟପାଟଣା ବ୍ଳକରେ – ୭୭.୩୧ ମତଦାନ

ଭବାନୀପାଟଣା:୨୦/୨-ମ.ସି.ହା :- କୋକସରା ବ୍ଳକରେ ସରକାରଙ୍କ କରୋନା କଟକଣା ନିୟମ ପାଳନ କରି ପ୍ରାର୍ଥୀମାନଙ୍କୁ ଭୋଟର ମାନେ ମତଦାନ କରିଥିଲେ।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଯାଇଛି। ଏହି ବ୍ଳକରେ ପ୍ରତିଦ୍ବନ୍ଦିତା କରିଥିଲେ ୨୮୧ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ,୧୨୪ ଜଣ ସରପଞ୍ଚ ପ୍ରାର୍ଥୀ,୯୬ ଜଣ ସମିତି ସଭ୍ଯ ପ୍ରାର୍ଥୀ,୧୩ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ମଇଦାନରେ ଓହ୍ଲାଇ ଜୋରଦାର ଭାବରେ ନିର୍ବାଚନ ପ୍ରଚାର କରିବା ସହ ଭୋଟରଙ୍କ ପାଖକୁ ଯାଇ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ଭିକ୍ଷା କରିଥିଲେ। ଏମିତିକି କେତେକାଂଶ ସ୍ଥାନରେ ପ୍ରାର୍ଥୀଙ୍କ ମଧ୍ୟରେ ହିଂସା କାଣ୍ତ ଭିଆଇବା ମଧ୍ୟ ଜଣାପଡିଛି। ତେବେ ପ୍ରାର୍ଥୀ ମାନଙ୍କୁ ଭାଗ୍ଯନିର୍ଦ୍ଧରଣ କରିଥିବା ଭୋଟର ମାନେ ହେଲେ ୮୭୮୩୭ ଜଣ ଭୋଟରଙ୍କ ମଧ୍ୟରୁ ୬୮୨୮୯ ଭୋଟର ମତଦାନ କରିଥିବା ବେଳେ ଶତକଡା ୭୭.୭୫ ଭୋଟ ପଡିଥିଲା। ଏଠାରେ ୪୪୧୯୬ ଜଣ ପୁରୁଷଙ୍କ ମଧ୍ୟରୁ ୩୩୨୧୨ ଜଣ ମତଦାନ କରିଛନ୍ତି ଶତକଡା ୭୫.୧୫ ହାର ଭୋଟ ପଡିଛି, ୪୩୬୪୧ ମହିଳା ଭୋଟର ଥିବାବେଳେ ୩୫୦୭୭ ଜଣ ଭୋଟ ଦେଇଛନ୍ତି ଯାହାକି ଶତକଡା ୮୦.୩୮ ଭୋଟପଡିଛି।

 

ସେହିଭଳି ଧର୍ମଗଡ ବ୍ଳକରେ ମଧ୍ୟ ମତଦାନ ଶେଷ ହୋଇଯାଇଛି, ଏହି ବ୍ଳକରେ ୩୧୫ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ,ସରପଞ୍ଚ ପ୍ରାର୍ଥୀ ୯୬ ଜଣ, ସମିତି ସଭ୍ଯ ପ୍ରାର୍ଥୀ ୬୫ ଜଣ, ଜିଲ୍ଲାପରିଷଦ ପ୍ରାର୍ଥୀ ୧୦ ଜଣ, ସର୍ବମୋଟ ୯୧୩୧୫ ଭୋଟର ଥିବାବେଳେ ମାତ୍ର ୭୫୭୭୮ ଜଣ ଭୋଟ ଦେଇଛନ୍ତି ଶତକଡା ୮୨.୯୯ ଭୋଟପଡିଛି। ମୋଟ ୪୬୭୬୮ ପୁରୁଷ ଭୋଟଙ୍କ ମଧ୍ୟରୁ ୩୮୨୪୦ ଭୋଟର ଭୋଟ ଦେଇଛନ୍ତି ଯାହାକି ଶତକଡା ୮୨.୭୭ ପୁରୁଷଙ୍କ ଭୋଟପଡିଛି। ମୋଟ ୪୪୫୪୭ ମହିଳା ଭୋଟରଙ୍କ ମଧ୍ୟରୁ ୩୭୫୩୮ ଜଣଙ୍କର ଭୋଟପଡିଛି ଶତକଡା ୮୭.୨୭ ହୋଇଥିବା ଜଣାଯାଏ।

 

ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ତଳୀର ଜୟପାଟଣା ବ୍ଳକରେ ମଧ୍ୟ ନିର୍ବାଚନ ଶେଷ ହୋଇଯାଇଛି ।

ଏହି ବ୍ଳକରେ ୧୩୬ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ,୯୦ ଜଣ ସମିତି ସଭ୍ୟ ପ୍ରାର୍ଥୀ, ଜିଲ୍ଳାପରିଷଦ ସଭ୍ଯ ୯ ଜଣ ପ୍ରାର୍ଥୀ, ଏହି ଭଳିଭାବରେ ପ୍ରାର୍ଥୀ ମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିଲେ ଏମାନଙ୍କ ଭାଗ୍ଯନିର୍ଦ୍ଧରଣ କରିବା ପାଇଁ ସର୍ବମୋଟ ୯୩୧୯୧ ରହିଥିବା ବେଳେ ୭୨୪୪୭ ଜଣ ଭୋଟର ମତଦାନ କରିଛନ୍ତି ଶତକଡା ୭୭.୩୧ ଭୋଟପଡିଛି। ମୋଟ ୪୬୬୬୮ ଭୋଟର ରହିଛନ୍ତି କିନ୍ତୁ ୩୫୪୦୦ ଜଣ ଭୋଟଦେଲେ ଯାହାକି ଶତକଡା ୭୫.୮୫ ହାର ଭୋଟ ପଡିଛି। ମହିଳା ଭୋଟର ସର୍ବମୋଟ ୪୬୫୨୩ ଜଣ ଥିବାବେଳେ ୩୬୬୪୭ ଜଣ ମତଦାନ କରିଛନ୍ତି। ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ଭୋଟରଙ୍କୁ ଅର୍ଥ ମାଛ ମାଂସ ଭୋଜି ଖାଇବାକୁ ଦେଇ ମନକିଣି ଥିବା ବିଷୟରେ ବିଭିନ୍ନ ମହଲରେ ଆଲୋଚନର ବିଷୟ ପାଲଟିଥିଲା। କିଏ କେତେ ଅର୍ଥ ଭୋଟରଙ୍କୁ ଦେଇଥିଲେ ଓ ନିଜ ସଫକ୍ଷରେ ଭୋଟ ଦେବାପାଇଁ କହିଥିଲେ, ତାହା ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ ହିଁ ନିଶ୍ଚୟ ଲୋକ ଲୋଚନକୁ ଆସିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ପଦପାଇଁ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ଭାଗ୍ଯ ଏବେ ଏଭିଏମ୍ ବାକ୍ସ ଭିତରେ ରହିଥିବା ବେଳେ କିଏ କିଏ ବିଜୟୀ ହେବେ କିଏ କିଏ ପିନ୍ଧିବେ ରାଜମୁକୁଟ ତାହା ହିଁ ଏବେ ଦେଖିବା ବାକି ରହିଲା।

Related posts

ସୁନ୍ଦର ମୋ ଭାଷା ସାହିତ୍ୟର ୭୮ତମ ଅନନ୍ୟ ଅନନ୍ୟା ଅଡିଓ କବିତା ଆସର

ମୁକ୍ତିରାଣୀ ଦେବତା ଙ୍କ କବିତା ଆଜିର ମୁଁ ଯୁବପିଢି

Sunil Chandra Nayak

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort