ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

ବନ୍ଧୁଗାଁ ତା ୫.୩.୨୦୨୩, ବନ୍ଧୁଗାଁ ବ୍ଲକ ସଦଭାବନା ସଭା ଗୃହରେ ବ୍ଲକ ସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିନିୟାକା ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ଦାସ,ଓ ପାନୀୟଜଳ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ମାଞ୍ଚାସୀନ ଥିଲେ । ବନ୍ଧୁଗାଁ ବ୍ଲକର ତେରଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଶିଶୁ ବିକାଶ, ମିଶନ ଶକ୍ତି, ଶିକ୍ଷା, ପାନୀୟ ଜଳ, ସ୍ୱଚ୍ଚ ଭାରତ ମିଶନ, ଗ୍ରାମୀଣ ଆବାସ, କୃଷି ଆଦି ବିଭାଗ ତରଫରୁ ସଚେତନତା ଭାବରେ ଆଜିର ଲୋକସେବା କାର୍ଯ୍ୟକ୍ରମକୁ ଶୁଭ ପ୍ରାରମ୍ଭ କରିଥିଲେ । ବିଜୁବାବୁଙ୍କ ୧୦୭ ତମ ଜନ୍ମ ଦିବସ ଅବସରରେ  ଆଜି ସାରା ଓଡିଶାରେ ତାଙ୍କର ଜନ୍ମ ଦିନରେ ଗ୍ରାମୀଣ ବିକାଶର ସଫଳତା କାହାଣୀ ମାନ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନ ଆଦର୍ଶ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମ୍ୟ ସ୍ତରରୁ ବିକାଶ ନିମନ୍ତେ ସଂକଳ୍ପ ନେବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ବନ୍ଧୁଗାଁ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଡ଼ିଓ ଶ୍ରୀ ଆକାଶ ପଟ୍ଟନାୟକ ଅଗ୍ରଗତିରେ ପ୍ରଣୀତ ପଞ୍ଚାୟତିରାଜ ବ୍ୟବସ୍ଥା ଓ ବିକାଶ ବିଷୟରେ ଅଭିଭାଷଣ ରଖିଥିଲେ । ଏହି ଦିନଟିକୁ ଲୋକସେବା ଦିବସ ରୂପେ ଉତ୍ସର୍ଗ କରି ସେମାନଙ୍କ ସମସ୍ୟା ଚିହ୍ନଟ ଓ ସମାଧାନ ସହ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଲୋକାଭିମୁଖୀ କରାଇବା ନିମନ୍ତେ ଆଲୋଚନା ହୋଇଥିଲା । ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକ ଓ ପଞ୍ଚାୟତର ସରପଞ୍ଚ ମାନଙ୍କ ଠାରେ ଯେଉଁ ଉଦ୍ୟେଶ ମୂଳକ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ମାନଙ୍କରେ ସରକାରଙ୍କ ଯୋଜନାକୁ ଘର ଘରକୁ ପହଞ୍ଚଇବା। ବିଜୁ ବାବୁଙ୍କ ସମୟରେ ହୋଇ ପାରିନଥିବା ଅନେକ କାର୍ଯ୍ୟକୁ ରାଜ୍ୟ ସରକାର ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ତାହା ସଫଳ କରିଥିବାର ଦେଖିବାକୁ ମିଳୁଛି I ଓଡିଶା ଦିନକୁ ଦିନ ଉନ୍ନତି ମୂଳକ କାର୍ଯ୍ୟ କରିବାରେ  ଓଡିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପାଖରେ ବହୁ ପ୍ରକାରର କାର୍ଯ୍ୟ ଗୁଡିକୁ ଉପସ୍ଥାପନ କରିବାରେ ସାଫଲ୍ୟ ହୋଇ ପାରୁଛନ୍ତି ବୋଳି ବନ୍ଧୁଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ଆଜିର କାର୍ଯ୍ୟକ୍ରମରେ ନିଜର ଅଭିନନ୍ଦନ ଭାଷଣ ରଖିଥିଲେ I ଶ୍ରୀ ଶ୍ରୀନିବାସ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ

masiha

ରାୟଗଡ଼ ଜିଲ୍ଲା ଚଇତି 23କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ 

masiha

ଗୀତ କୁଡ଼ିଆଣୀ ସ୍ଵର୍ଗତ ବେଲଦେଇ ହରିଜନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort