ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

ଖୋର୍ଦ୍ଧା (ନି.ପ୍ର)ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ ବାର୍ଷିକ କାର୍ଯ୍ୟ ସୂଚୀ ସମ୍ପର୍କରେ ଆଲୋଚନା ଚକ୍ର ଖୋର୍ଦ୍ଧା ସ୍ଥିତ ମା ମଙ୍ଗଳା ପ୍ରାଙ୍ଗଣରେ ତା ୦୬.୦୩.୨୦୨୩ରିଖରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକର ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାଶ,ମୁଖ୍ୟ ବକ୍ତା ଭାବେ ଡକ୍ଟର ପ୍ରଫୁଲ୍ଲ କୁମାର ସାମନ୍ତରାୟ,ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଶରତ ଚନ୍ଦ୍ର ସୁବୁଦ୍ଧି,ଡକ୍ଟର ରଶ୍ମି କର, ବଳରାମ ତରାଇ ଆସନ ଅଳଙ୍କୃତ କରିଥିଲେ।କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ସଭାପତି – ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ଦାଶ,ଉପ ସଭାପତି – ଡକ୍ଟର ରଶ୍ମି କର, କାର୍ଯକାରୀ ସମ୍ପାଦକ – ବଂଶୀ ଧର ଦାସ,ମୁଖ୍ୟ ସମ୍ପାଦିକା – ସରସ୍ଵତୀ ନାୟକ,ସହ ସମ୍ପାଦକ – ବାସୁଦେବ ସାହୁ, ଯୁଗ୍ମ ସମ୍ପାଦକ – ରୋହିତ ନାରାୟଣ ମହାପାତ୍ର, ଜବାହର ସୁବୁଦ୍ଧି,ମୁଖ୍ୟ ପୃଷ୍ଠପୋଷକ – କରୁଣାକର ମଲ୍ଲିକ,ସହ ପୃଷ୍ଠ ପୋଷକ ଓ ପରାମର୍ଶଦାତା – ତାରିଣୀ ପ୍ରସାଦ ମହାନ୍ତି,ଶରତ ଚନ୍ଦ୍ର ନାୟକ,ପର୍ଶୁରାମ ବେହେରା,ଇଁ ଅର୍ଚ୍ଚନା ଦାଶ,ଦେବାଶିଷ ରଥ ,ପ୍ରେମାନନ୍ଦ କୁସୁମ,ତାରା ପ୍ରସାଦ ଶତପଥୀ,ସସ୍ମିତା ତରାଇ, ପଦ୍ମନାଭ ତ୍ରିପାଠୀ,ରଶ୍ମିତା ପ୍ରଧାନ,ମୁଖ୍ୟ ଉପଦେଷ୍ଟା- ପଦ୍ମବିଭୂଷଣ ରମାକାନ୍ତ ରଥ,ସମ୍ପ୍ରସାରକ – ପଞ୍ଚାନନ କାନୁନଗୋ,ଉପଦେଷ୍ଟା ମଣ୍ଡଳୀ- ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ,ଡକ୍ଟର ପ୍ରସନ୍ନ ପାଟ୍ଟଶାଣି,ରକ୍ଷକ ନାୟକ,ସତ୍ୟବାଦୀ ବଳିଆର ସିଂ,ପ୍ରଭାତ କୁମାର ପାଣଗ୍ରାହୀ,ଗୋପାଳକୃଷ୍ଣ ଦାସ,ଡକ୍ଟର ଶରତ ଚନ୍ଦ୍ର ଚଇଁନୀ,ରଶ୍ମି ପଟ୍ଟନାୟକ, ଡକ୍ଟର ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଦିବ୍ୟାଲୋଚନ ଭାରିମଲ,ନଳିନୀ ଦାସ,ଡକ୍ଟର ନିଳାଦ୍ରିନଥ ଜଗଦେବ,ଡକ୍ଟର ମୃତ୍ୟୁଞ୍ଜୟ ରଥ,ଡକ୍ଟର ଅନିତା ପଣ୍ଡା,ସନ୍ତୋଷ କୁମାର ସାହୁ,ଦୟାନିଧି ତ୍ରିପାଠୀ,ଅଖିଳ ପଲାଇ, ଗୋଦାବରୀ ଭୋଳ,କାର୍ଯକାରୀ ସଦସ୍ୟ – ନମିତା ମଲ୍ଲ, ଚିତ୍ରଲେଖା ଆଚାର୍ଯ୍ୟ,ସସ୍ମିତା ଭୋଳ, ନିରଦ ଚନ୍ଦ୍ର ଜେନା, ବୈଜୟନ୍ତିି ନାୟକ, ଆର୍ତ୍ତତ୍ରାଣ ସାହୁ,ମିଥୁନ ଶତପଥୀ,ମୃତ୍ୟୁଞ୍ଜୟ ରାଉତରାୟ,ନିରୀକ୍ଷକ – କୈଳାଶ ଚନ୍ଦ୍ର ବେହେରା,ଅନିତା ପଟ୍ଟନାୟକ,ଆଇନ ସମ୍ମତ ଉପଦେଷ୍ଟା – ଚିତ୍ତରଞ୍ଜନ ନନ୍ଦ, ମଉଆ ମୁକ୍ତିକାନ୍ତ ବୈଶାଖ୍ୟ ,ଦିଲ୍ଲୀପ କୁମାର ନନ୍ଦ,ଦେବାଶିଷ ରଥଙ୍କୁ ଚୟନ କରାଯାଇ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ଭାବେ ତା ୦୬.୦୩.୨୦୨୩ରିଖରୁ ତା ୦୬.୦୩.୨୦୨୩ରିଖ ପର୍ଯ୍ୟନ୍ତ ନିଯୁକ୍ତି ପତ୍ର ପ୍ରଦାନ କରାଗଲା।ବୈଠକର ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ନୂଆ ପ୍ରୟାସ ଜାରି ରହିବ ଓ ଆଗାମୀ ମାର୍ଚ୍ଚ ୩୦ ତାରିଖକୁ ମାସିକ ବୈଠକ ଅନୁଷ୍ଠିତ ହେବ।

ମସିହା ନିଉଜ ସର୍ଭିସ୍ 

Related posts

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

masiha

ଧୂଆଁବିହିନ ଚୁଲା ସମ୍ଫର୍କରେ ସଚେତନତା 

masiha

ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କଲେମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ!

Sunil Chandra Nayak

Leave a Comment

error: Content is protected !!