ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାମ୍ୱାଦିକ ରବିନ୍ ଦାସ ପ୍ରତି ପୋଲିସର ଦୁଃବ୍ୟବହାର: ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା 

 ଢେ଼ଙ୍କାନାଳ( ମ ନି ସ) ଭୂବନ ର ସାମ୍ବାଦିକ ରବିନଦାସ ଙ୍କୁ ପେସାଦାର ଅପରାଧୀ ଭାବେ ଗିରଫ, ସାମ୍ବାଦିକଙ୍କୁ  କୁଖ୍ୟାତ ଅପରାଧୀ ପରି ନେଇ ବିଚ୍ ରାଜ ରାସ୍ତାରେ ଚଲେଇ ଚଲେଇ ନେଇ ଫଟୋ ଉଠେଇବା ଘଟଣା ତାହା ଲୋକଲୋଚନ ରେ ପ୍ରକାଶ ପାଇଛି l ଏହି ଅଭିଯୋଗ ନେଇ ପୋଲିସ ଅଧିକାରୀଙ୍କ ନାମରେ ମାମଲା ରୁଜୁ ଦାବିରେ ଭୁବନ ଥାନା ସମୁଖରେ    ସାମ୍ବାଦିକ ମାନଙ୍କ ଦ୍ଵାରା  ଶାନ୍ତିପୂର୍ଣ୍ଣ ଭାବରେ ଧାରଣl ଦିଆଯାଇଛି l

ନ୍ୟାୟ ହେଉ ଅବା ଅନ୍ୟାୟ ହେଉ, ଅପରାଧ କରିଥାଉ ଅବା ନ କରିଥାଉ, ପୋଲିସ ତା କର୍ତ୍ତବ୍ୟ କରିଛି l କିନ୍ତୁ ଏହି ଅଭିଯୋଗ କେତେ ଦୂର ଠିକ ସମୟ କହିବ, ହେଲେ ସାମ୍ବାଦିକ ରବୀନ ଦାସ ଙ୍କୁ ପେସାଦାର ଅପରାଧୀ ଭାବେ ଗିରଫ ପରେ ଅମାନବୀୟ ଭାବରେ ବଜାର ରେ ଚଲାଇ ଚଲାଇ ନେବା ସମୟରେ ଫଟୋ ଉତ୍ତୋଳନ କରି ଶ୍ରୀଯୁକ୍ତ ଦାସ ଙ୍କ ମୌଳିକ ଅଧିକାର ଖୁର୍ଣ କରିବା ସହିତ ମାନବିକ ଅଧିକାର କୁ କୁଠାରଘାତ କରିଛି l

ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କେର୍ଟ ଚାଲାଣ

ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍

Sunil Chandra Nayak

ଅପହରଣ ସମୟରେ ଯୁବତୀ ଉଦ୍ଧାର : ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

Leave a Comment

error: Content is protected !!