ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟରେ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ୪ ଲକ୍ଷ ଟଙ୍କା ଆଦାୟ

 ମୟୂରଭଞ୍ଜ – (ମସିହା) ରାଇରଙ୍ଗପୁର କୋର୍ଟରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକ ଅଦାଲତରେ ମୋଟ ୨୦ ଟି ମାମଲା ମଧ୍ୟରୁ ଏମେସିଟି ଗୋଟିଏ ମାମଲାର ଫୈସଲା ହୋଇ ୪,୦୦,୦୦୦ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ତାଙ୍କ ସହିତ ସଵଜଜ୍ ସ୍ମୃତିସ୍ନିଗ୍ଧା ଦାସ,ଏସଡିଜିଏମ ସିର୍ଦାର୍ଥ ଶଙ୍କର ସେନାପତି, ଜେଏମଏଫସି ଅଭିଷେକ ପୋଥାଳ ଉପସ୍ଥିତ ରହି ମାମଲା ଗୁଡ଼ିକର ଶୁଣାଣି କରିଥିଲେ । କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

୧୦ରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ପଦ୍ମ ଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାସ୍ଥ୍ୟ ସଚେତନତା ଶିବିର-୨୦୨୫  

Sunil Chandra Nayak

Leave a Comment

error: Content is protected !!