ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

ଗୋଲାମୁଣ୍ଡା /୧୫/୩/ମସିହା // ଆଜିଠାରୁ ସାରା ଓଡିଶାରେ ଡ୍ରାଇଭର ମହାସଙ୍ଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ ଆନ୍ଦୋଳନ କରାଯାଇଥିବା ବେଳେ ଗୋଲାମୁଣ୍ଡା ବ୍ଲକର କେଗାଁ,ମହାଳିଙ୍ଗ,ଫରଙ୍ଗ, ବୃନ୍ଦାବାହାଲ ଓ ଗୋଲାମୁଣ୍ଡା ଠାରେ ଶହ ଶହ ଡ୍ରାଇଭର ମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲା ସତ୍ତ୍ୱେ ବି ସରକାର ଶୁଣୁ ନ ଥିବାରୁ ଏପରି ପଦକ୍ଷେପ ନେଇଥିବା ଗୋଳାମୁଣ୍ଡା ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି । ୧୦ ଦଫା ଦାବିପତ୍ର ମଧ୍ୟରୁ କୋରାନା ଯୋଦ୍ଧା ମାନ୍ୟତା,ଡ୍ରାଇଭର ମାନଙ୍କୁ ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା,୫୫ ବର୍ଷ ପରେ ଭତ୍ତା ଯୋଗାଇ ଦେବା ସହ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ପ୍ରତେକ ଏକ ଶହ କିମି ଦୁରତରେ ଶୌଚାଳୟ ବ୍ୟବସ୍ଥା କରାଯାଉ ,ଦୁର୍ଘଟଣା ଜନିତ ବୀମା ୨୦ ଲକ୍ଷ୍ୟ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ୍ୟ ଟଙ୍କା ସହ ଚିକିତ୍ସା ପାଇଁ ୫ଲକ୍ଷ୍ୟ ଦିଆଯାଉ, ଗାଡି ଚଳାଇବା ପାଇଁ ସମୟ ସୀମା ସହ ଦ୍ୱିତୀୟ ସୈନିକର ମାନ୍ୟତା ଦିଆଯାଉ, ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରଯାଉ, ରାଜରାସ୍ତାରେ ଡ୍ରାଇଭର ମାନଙ୍କୁ ପ୍ରଶାସନ ପକ୍ଷରୁ ହଇରାଣ ହରକତ ନ କରାଯାଉ, ଡ୍ରାଇଭର ଲାଇସେନ୍ସ ପାଇଁ ସ୍ୱଳ୍ପମୂଲ୍ୟ ଧାର୍ଯ୍ୟ କରାଯାଉ ବୋଲି ନିର୍ମଳ ଘି, ନଟ ବନ୍ଦୀଛୋଡ, ରାଜୁ ବନ୍ଦୀଛୋଡ, ହେମନ୍ତ ମଶ୍ରା, ଜଗଦୀଶ ବନ୍ଦୀଛୋଡ, ମହେଶ ବେନିଆ, ଓ ଦେବାନନ୍ଦ ମଶ୍ରା ପ୍ରମୁଖ ଦାବି କରିଛନ୍ତି, । ଏହି ଆନ୍ଦୋଳନରେ ଜନସାଧାରଣଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଥିବା ବେଳେ କୌଣସି ଜାଗାରେ ଅପ୍ରୀତିକର ଘଟଣା ଘଟି ନ ଥିବା ଜଣାପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜାରି ରହିଛି ଆଳତୁମା ଗ୍ରାମର ମହାନ ପ୍ରୟାସ ,ଗ୍ରାମର ପୁଜ୍ୟ ପୂଜା ଏବଂ ଅଞ୍ଚଳର ଵିଦ୍ଵାନ ପଣ୍ଡିତଙ୍କ ଦ୍ଵାରା ଗୃହ ସମ୍ମୁଖରେ ଗୁହାଳ ଓ ଗୋ ମାତା ସେବାରେ ଵ୍ରତ୍ତୀ ଥିବା ବ୍ୟକ୍ତିବିଶେଷ ହେଉଛନ୍ତି ସମ୍ବର୍ଦ୍ଧିତ

ମାଇନୋରିଟି ୱେଲଫେୟାର ସୋସାଇଟି ର ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

ମୂର୍ଚ୍ଛନା ପରିବାରର ହୋଲିମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort