ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଶେଷ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା

ବଲାଙ୍ଗିର :- ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ରୁ ଆରମ୍ଭ ହୋଇଥିବା ମାଟ୍ରିକ ବୋର୍ଡ ପରୀକ୍ଷା ଆଜି ଶେଷ ହୋଇଯାଇଛି।ଏହି ମାଟ୍ରିକ ବୋର୍ଡ ପରୀକ୍ଷା ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ରେ ୧୮ଟି ପରୀକ୍ଷା କେନ୍ଦ୍ରରେ ମୋଟ-୨୩୭୭ ଜଣଙ୍କ ମଧ୍ୟରୁ ୩୭୨ ଜଣ ଛାତ୍ରଛାତ୍ରୀ କୌଣସି କାରଣରୁ ସ୍କୁଲ ନଆସି ପରୀକ୍ଷା ଦେଇନାହାନ୍ତି ।ସେହି ପରି ବେଲପଡା ବ୍ଲକ ୧୫ ଟି ପରୀକ୍ଷା କେନ୍ଦ୍ରରେ ମୋଟ-୨୧୨୪ ଜଣ ଙ୍କ ମଧ୍ୟରୁ ୧୮୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇ ନାହାନ୍ତି।ପାଟଣାଗଡ ଓ ବେଲପଡା ଦୁଇଟି ବ୍ଲକର ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ-୩୯୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଲେ।୫୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ରୁ ବାଦ ପଡିରଛନ୍ତି।ହେଲେ ଏହି ୫୫୭ଜଣ ଛାତ୍ରଛାତ୍ରୀ କେଉଁ କାରଣରୁ ପରୀକ୍ଷା ଦେଇନାହାନ୍ତି ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ବଲାଙ୍ଗିରରୁ ଦୁର୍ଯ୍ୟଧନ ବର୍ଗେଙ୍କ ରିପୋର୍ଟ

Related posts

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମକର୍ତ୍ତା 

masiha

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

masiha

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!