ଛତିସଗଡ ରାୟପୁର ବାଲାଜି ହସପିଟଲରୁ ରୋଗୀ କୁ ନେଇ ଆସୁଥିବା ଏକ ଏମ୍ବୁଲେନ୍ସ ଗାଡି ନୂଆପଡା ଜିଲ୍ଲା ବୋଡେନ ଥାନା ବିରେଶକେଲା ଗାଁ ଦେଇ ଯାଇଥିବା ଫୋରୱେ ର ଏକ ସେତୁ ରେ ପିଟିହୋଇ ଦୁର୍ଘଟଣା ଘଟିଥିବାରୁ ଜଣେ ମୃତ ଓ ତିନି ଜଣ ଆହାତ ହୋଇଛନ୍ତି । ମୃତକ ରୋଗୀ ଙ୍କ ନାଁ ଜନକ ମନହିରା ବୋଲି ଜଣାପଡିଛି,ଜନକ ମନହିରା ରାୟପୁର ର ବାଲାଜି ହସପିଟାଲ ରେ ଚିକିତ୍ସିତ ହୋଇ ତାଙ୍କ ଧରଣିମାଲ ଗାଁ କୁ ଆସୁଥିଲେ,ଆଜି ସକାଲୁ ଏମ୍ବୁଲେନ୍ସ ଗାଡି ବିରେସକେଲା ର ଏକ ସେତୁ ର ପିଲର ରେ ଭାରସାମ୍ୟ ହରାଇ ପିଟି ହୋଇଥିଲା, ଯାଫଳ ରେ ଜଣେ ରୋଗୀ ର ଘଟଣାସ୍ଥଳ ରେ ମ଼ତୁ ହୋଇଥିବାବେଳେ ଡ୍ରାଇଭର ସମେତ ତିନି ଜଣ ଆହାତ ହୋଇ ବୋଡେନ ହସପିଟାଲ ରେ ଚିକିତ୍ସାଧିନ ଅଛନ୍ତି|
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ