ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ବଞ୍ଚାଅ ଜଳ ବଞ୍ଚାଅ ସାଇକଲ ଅଭିଯାନ ରେ ୧୮ବର୍ଷ ର ଯୁବକ

ନବରଙ୍ଗପୁର, (ମସିହା) ଆଗାମି ଭବିଷ୍ୟତ ପାଇଁ ଏକ ଅଭିନବ ଉପାୟରେ ସାଇକେଲ ଯୋଗେ ପରିବେଶ ର ବାର୍ତ୍ତା ପହଞ୍ଚାଉଛନ୍ତି ଏକ ୧୮ବର୍ଷୀୟ ଯୁବକ । ସେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣାମ ରୁ ଗତ ୫ମାସ ହେଲା ସମ୍ପୂର୍ଣ ଭାରତ ଭ୍ରମଣ ରେ ବାହାରିଛନ୍ତି । ସେ ବର୍ତ୍ତମାନ ଯାଏଁ ସମ୍ପୂର୍ଣ ଭାରତ ର ଏକତୃତିଆଂଶ ଭ୍ରମଣ କରିଥିବା କହିଛନ୍ତି। ସେ ଆଜି ଓଡ଼ିଶା ରାଜ୍ୟ ର ନବରଙ୍ଗପୁର ଜିଲ୍ଲା ଅଧୀନ ଡାବୁଗାଁ ବ୍ଲକ ସଦର ପଥପ୍ରାନ୍ତ ଠାରେ ରାତ୍ରି ବିଶ୍ରାମ ନେଇ ରାୟପୁର ଅଭିମୁଖେ ଯିବେ ବୋଲି ସୂଚନା ପ୍ରଦାନ କରିଛନ୍ତି। ଆଗାମୀ ପିଢ଼ି ଉପରେ ପରିବେଶ ର ପ୍ରଭାବ କିପରି ହେବ ତାହା ଭାବି ଏହି ଯୁବକଙ୍କ୍ ଏପରି ପ୍ରୟାସ।ଏହି ଯୁବକଙ୍କ ଏପରି ବାର୍ତ୍ତା କୁ ଡାବୁଗାଁ ସାମ୍ବାଦିକ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ନବରନ୍ହପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି ଓ କମନ୍ସ ସୁରକ୍ଷା ପାଇଁ ସାମୁହିକ ସଂକଳ୍ପ

ବାଲୁଗାଁର ନୃତନ ଏସଡ଼ିପିଓ ଶୁଭ୍ରାଂଶୁ ମିଶ୍ରଙ୍କୁ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଇଲେ ଚିଲିକା ରିପୋର୍ଟର ଆସୋସିଏସନ ସଦସ୍ୟ

Sunil Chandra Nayak

Soorya Krishnamoorthy was honoured with Bharat Muni Samman on the last day of 15th Bharat Muni Samman closing ceremony.

masiha

Leave a Comment

error: Content is protected !!