ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନୀପାଟଣା:୨୧/୩ – (ମନିସ):- ଭବାନୀପାଟଣା ଠାରେ ଆଜି ଯଥା ତା ୨୦/୩/୨୦୨୩ ରିଖ ଦିନ ଅପରାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଙ୍କ ଅଧ୍ଯକ୍ଷତାରେ କଳାହାଣ୍ଡି ଜିଲ୍ଲାରେ ଆସନ୍ତା ତା ୦୧/୪/୨୦୨୩ ରୁ ୦୭/୪/୨୦୨୩ ପର୍ଯ୍ୟନ୍ତ ୭ ଦିନ ବ୍ଯାପି ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ପରିବହନ ଓ ପ୍ରାଧିକରଣ କାର୍ଯ୍ଯାଳୟ ତରଫରୁ ଅନୁଷ୍ଠିତ ବୈଠକରେ ଆରଟିଓ ଏଜେଣ୍ତା ଅନୁଯାୟୀ ଦୁର୍ଘଟଣା ରୋକିବାକୁ ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କୁ ଆଗେଇ ନେଇଥିଲେ। ବିନା ହେଲମେଟ୍ ରେ ଦୁଇ ଚକିଆ ଯାନ ଚଳେଇବା,ବିନା ସିଟ୍ ବେଲେଟ୍ ରେ ଗାଡିଚଳାଇବା, ମଦ୍ଯପାନ କରି ଗାଡି ଚଳାଇବା,ଦ୍ରୃତଗତି, ଗାଡି ଚଳାଇବା ସମୟରେ ମୋବାଇଲ ବ୍ଯବହାର,କମ ବୟସର ଚାଳକ, ଭୂଲ ଦିଗରେ ଗାଡି ଚଳାଇବା ଉପରେ ବ୍ଯାପକ ଭାବେ ଏପରି ଆମ୍ଭ ଆଡୁ ଆଇ ପିସି ଧାରାରେ ଫାଇନ ଚାଲାଣ କରାଯାଇ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ।ଏଥିପାଇଁ ପୋଲିସ ଓ ଆରଟିଓ ବିଭାଗ ତରଫରୁ ସ୍ବତନ୍ତ୍ର ସ୍କୁଆଡ ଗଠନ କରାଯାଇଛି। ବିଶେଷତଃ ଦୁର୍ଘଟଣା ପ୍ରବଣ ସ୍ଥାନ ଓ ବ୍ଳାକସ୍ପଟ କେସିଙ୍ଗାରୁ ଭବାନୀପାଟଣା,ଭବାନୀପାଟଣା ରୁ ଜୁନାଗଡ, ଜୁନାଗଡ ରୁ ଆମପାଣି,ଛତିଗୂଡାରୁ ଲାଞ୍ଜିଗଡ ରାସ୍ତାରେ ବ୍ଯାପକ ଚେକିଂ କରାଯିବ। ଏନ୍ଏଚ୍ କଡରେ ଗାଡି ପାକିଂ କୁ ବେଆଇନ୍ ଧରାଯିବ, ରାସ୍ତା କଡରେ ଗାଈଗୋରୁ ଛାଡିଲେ ମାଲିକକୁ ଫାଇନ୍,ବିନା ହେଲମେଟ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନଦେବା,ଏନ୍ଏସ୍ ରେ ବୈଶନ ରଂପର ନରହିବା,ବଲଦିଆଲମାଲ ଛକ ନିକଟରେ ତ୍ବରିତ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସର ବ୍ଯବସ୍ତା,ପ୍ରତ୍ୟେକ ଦୁର୍ଘଟଣା ପ୍ରବଣ ସ୍ଥାନ,ବୁଲାଣିରେ ସାଇନେକ୍,ଗତିସୀମା ରଖିବା,ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା ଅବୈଧ ନିର୍ମାଣ କୁ ହଟାଯିବା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଏନ୍ଏଚ୍,ଆରଟିଓ,ପୋଲିସ୍, ସ୍ବାସ୍ଥ୍ୟ ବିଭାଗ, ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭବାନୀପାଟଣା ରୁ ଧର୍ମଗଡ ଓ କେସିଙ୍ଗା ମଧ୍ୟରେ ସାଇନେଜ୍ ତଥା ଗତିସୀମା ବୋର୍ଡ ଯଥେଷ୍ଟ ନାହିଁ ଏବଂ ଏହା ଶିଘ୍ର କରିବାକୁ ଏନ୍ଏଚ୍ ଅଧିକ୍ଷକ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଥ୍ଯ ଅନୁଯାୟୀ ୨୦୨୨ ମସିହାରେ ଜିଲ୍ଲାରେ ୩୧୬ ଟି ଦୁର୍ଘଟଣାରୁ ୧୪୫ ଟି ମୃତ୍ୟୁ ଏବଂ ୨୭୬ ଟି ଗୁରୁତର ଆହତ ହୋଇଥିଲେ।ଯାହାକି ୨୦୨୧ ମସିହାରୁ କମ୍ ଅଟେ। ଏହି ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ପାଇଁ ଦିନରାତି ପୋଲିସ ଓ ପରିବହନ ବିଭାଗ ତରଫରୁ ବ୍ଯାପକ ଚେକିଂ କରାଯିବ। ବୈଠକରେ ଭବାନୀପାଟଣା ପୌରପରିଷଦ ଅଧ୍ଯକ୍ଷା,ଜୁନାଗଡ, କେସିଙ୍ଗା ଏନ୍ଏସ୍ ଅଧ୍ଯକ୍ଷ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ସିଡିଏମ,ଆର ଏଣ୍ତବି,ଏନ୍ ଏଚ୍ ନିର୍ବାହୀ ଯନ୍ତ୍ରୀ, ଡି.ଇ.ଓ, ଡି.ଆର.ପି.ଆର.ଓ, ଓ.ଏଚ୍.ଆର.ଟି.ସି ଅଧିକାରୀ, ବସ ମାଲିକ ସଂଘ,ଟ୍ରକ ମାଲିକ ସଂଘ, ଅଟୋ ସଂଘ ସଭାପତି, ସଭ୍ଯ ଶ୍ରୀ ଉମାଶଙ୍କର କର ଓ ଶ୍ରୀ ଶାନ୍ତନୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଚିଲିଗୁଡା ଫାଣ୍ଡିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

ଜୀବନ ବୀମା ତରଫରୁ ୬୭ ତମ ବୀମା ସପ୍ତାହ ପାଳିତ ଅବସରରେ ଏକ ଅଂଶ ପରିବେଶ ସଫା ସୁତୁରା

masiha

ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଅବାସ ମେଳା ଅନୁଷ୍ଠିତ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort