ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ – ୧ନମ୍ବର ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

ଭବାନୀପାଟଣା:୨୬/୨:- କଳାହାଣ୍ଡି ଜିଲ୍ଲାରେ ଜିଲ୍ଳାପରିଷଦ ୧୩ ଟିର ୧- ନମ୍ବର ଜୋନର ଭୋଟ ଗଣତି ରାତ୍ର୧୦ ଘଣ୍ଟା ମଧ୍ୟରେ ହୋଇଥିବା ଗଣତିରୁ ଜଣାପଡିଛି ଯେ, ବିଜେଡି ୧୦ଟି ଆସନ ଆଗରେ ଥିବାବେଳେ ବିଜେପି ୩ଟି ଆସନରେ ଆଗରେ ଅଛି। ବିଜେପି ୩ ଟି ଆସନରେ ଆଗରେ ଅଛି, ସେଗୁଡାକ ହେଲା ଧର୍ମଗଡ, ଭବାନୀପାଟଣା, କଲମପୁର ଏହି ବ୍ଳକର ୩ଟି ଆସନରେ ବିଜେପି ଆଗରେ ଅଛି। ବିଜେଡି ୧୦ ଟି ଆସନ ଯଥା ଗୋଲାମୁଣ୍ତା,ଜୁନାଗଡ, କର୍ଲାମୁଣ୍ତା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ମଦନପୁର ରାମପୁର, ଜୟପାଟଣା, ନର୍ଲା,ଥୁଆମୂଳ ରାମପୁର ବିଜେଡି ଆଗରେ ଅଛି। ମ ନି  ସ

Related posts

ସିନାପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ

masiha

ଅପର୍ତ୍ତି ସେଠୀ ଙ୍କ କବିତା ରଜରେ ଗଲି ମୁଁ ଶଶୁର ଘର

Sunil Chandra Nayak

ମା କୁ ଦେଖିବାକୁ ଯିବାବେଳେ ଅଘଟଣ , ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort