ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ –  ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

ଭବାନୀପାଟଣା:୨୬/୨:- କଳାହାଣ୍ଡି ଜିଲ୍ଲାରେ ଜିଲ୍ଳାପରିଷଦ ୧- ନମ୍ବର ଜୋନର ୧୩ ଭୋଟ ଗଣତି କାର୍ଯ୍ଯରେ ଆଜି ସଂନ୍ଧ୍ୟା ୯ ଘଣ୍ଟା ସୁଦ୍ଧା ସୂଚନାରୁ ଜଣାପଡିଛି ଯେ, ବିଜେପି ୩ଟି ଆସନ ଆଗରେ ଥିବାବେଳେ ବିଜେଡି ୧୦ଟି ଆସନରେ ଆଗରେ ଅଛି। ସେହିଭଳି ବିଜେପି ୩ ଟି ଆସନରେ ଆଗରେ ଅଛି,ସେଗୁଡାକ ହେଲା ଧର୍ମଗଡ, ଭବାନୀପାଟଣା,କଲମପୁର ରହିଥିବା ବେଳେ ବିଜେଡି ୧୦ ଗୋଟି ଆସନରେ ଆଗରେ ଥିବା ଜଣାପଡିଛି, ସେଗୁଡାକ ହେଲା ଗୋଲାମୁଣ୍ତା,ଜୁନାଗଡ, କର୍ଲାମୁଣ୍ତା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ମଦନପୁର ରାମପୁର, ନର୍ଲା,ଥୁଆମୂଳ ରାମପୁର  ଓ  ଜୟ ପାଟଣା   ବିଜେଡି ଆଗରେ ଅଛି।

Related posts

ଲିଭି ଯାଉଥିବା ଆକାଶ ଦୀପ କୁ ପୁଣି ତେଜିଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା , ଗୋଲାମୁଣ୍ଡା ବ୍ଲକରେ ୭୪୧ ପରିକ୍ଷାର୍ଥୀ

Sunil Chandra Nayak

Leave a Comment

error: Content is protected !!