ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ସଂନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଗଣନା

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ ୨-ନମ୍ବର ଜୋନରେ ଅପରାହ୍ନ ୫  ଘଣ୍ଟା ସୁଦ୍ଧା ମିଳିଥିବା ସୂଚନାରୁ ଅନୁସାରେ ଭବାନୀପାଟଣା ୨- ଜୋନରେ ବିଜେଡି ପ୍ରାର୍ଥୀ ଦୟାନିଧି ନାଏକ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀ ଭବସିନ୍ଧୁ ମଙ୍ଗରାଜ ପଛରେ ଅଛନ୍ତି। ଧର୍ମଗଡ ଜିଲ୍ଳାପରିଷଦ ବିଜେଡି ପ୍ରାର୍ଥୀ ଶଙ୍କର ପ୍ରସାଦ ଯୁଇଡ ଆଗରେ ଅଛନ୍ତି, ପଛକୁ ବିଜେପି ପ୍ରାର୍ଥୀ ମୁଙ୍ଗଳି କୁମାର ଦାସ ପଛରେ ଅଛନ୍ତି, ଗୋଲାମୁଣ୍ତା ବ୍ଳକରେ ବିଜେଡି ପ୍ରାର୍ଥୀନୀ ସରିତା ମାଝୀ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ଶ୍ରଧାଞ୍ଜଳି ମାଝୀ ପଛରେ ରହିଛନ୍ତି। ଜୟପାଟଣା ବ୍ଳକର ୨- ଜୋନରେ ବିଜେଡି ପ୍ରାର୍ଥ ଦେବ ପୁଝାରୀ ଆଗରେ ଅଛନ୍ତି, ପଛରେ ଅଛନ୍ତି ବିଜେପି ପ୍ରାର୍ଥୀ ବିଷ୍ଣୁ ମାଝୀ, ଜୁନାଗଡ ବ୍ଳକରେ ବିଜେଡି ପ୍ରାର୍ଥୀନୀ ଶାମୁକା ରାଣୀ ଆଗରେ ଥିବାବେଳେ ପଛରେ ଅଛନ୍ତି ବିଜେପି ପ୍ରାର୍ଥୀନୀ ଉମାରାଣୀ ସିଂହ, କଲମପୁର ବ୍ଳକର ୨-ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ନିବେଦିତା ହଂସ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ମମତା ଗୋପାଳ ପଛରେ ଅଛନ୍ତି। କର୍ଲାମୁଣ୍ତା ବ୍ଳକରେ କଂଗ୍ରେସ ପ୍ରାର୍ଥ ସୁରେଶ ଚୌଧୁରୀ ଆଗରେ ଅଛନ୍ତି, ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀନୀ ଜୟନ୍ତୀ ସାହୁ, କେସିଙ୍ଗା ଜିଲ୍ଳାପରିଷଦ ୨- ନମ୍ବରରେ ଜୋନରେ ବିଜେଡ଼ି ପ୍ରାର୍ଥୀ ନରୋତ୍ତମ ଭାଟି ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀନୀ ଜ୍ଯୋତ୍ସାମୟୀ ବର୍ଗତି ପଛରେ ରହିଛନ୍ତି, କୋକସରା ଜିଲ୍ଳାପରିଷଦ ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ତ୍ରିନାଥ ବାଗ ଆଗରେ ରହିଥିବା ବେଳେ ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜନାର୍ଦ୍ଦନ ପଣ୍ତା, ଲାଞ୍ଜିଗଡ ବ୍ଳକରେ ଓ କଂଗ୍ରେସ ପ୍ରାର୍ଥୀ ବିଜୟ ନାଏକ ଆଗରେ ଥିବାବେଳେ ବିଜେଡି ପ୍ରାର୍ଥୀ ପରିକ୍ଷୀତ ନାଏକ ପଛରେ ରହିଛନ୍ତି। ମ.ରାମପୁର ବ୍ଳକର ୨- ଜୋନରେ ବିଜେଡି ପ୍ରାର୍ଥୀନୀ ମଞ୍ଜୁଲତା ଧରୁଆ ଆଗରେ ରହିଥିବା ବେଳେ ବିଜେପି ପ୍ରାର୍ଥୀନୀ ସବିତା ମାଝୀ ପଛରେ ରହିଥିଲେ। ନର୍ଲାବ୍ଳକରେ ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ରୋଷନ କୁମାର ମାଝୀ ପଛରେ ରହିଛନ୍ତି। ସେପରି ଥୁଆମୂଳ ରାମପୁର ବ୍ଳକରେ ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ଟୁନି ଖୋସ୍ଳା ଆଗରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀନୀ ସୁରଭି ନାଏକ ପଛରେ ପଡିଛନ୍ତି। ମ ନି ସ 

Related posts

ରାସ୍ତା କଡରେ ଛିଡା ହୋଇଥିବା ଟ୍ରକରେ ପିଟିହେଲା କାର

masiha

ନୂଆପଡା ଜିଲ୍ଲା ର ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort