ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚ ର ସଚେତନତା ଅଭିଯାନ 

ତାଳଚେର ( ଆର୍ତ୍ତତ୍ରାଣ ପାଣି ): ଆଜି ସନ୍ଧ୍ୟା ଛ’ ଘଟିକାରେ କୋଇଲା ନଗରୀ ତାଳଚେର ର ହାଟତୋଟା ଠାରେ ଖଣି ଦ୍ୱାରା ପ୍ରଦ୍ୟୁଷିତ ତାଳଚେର ପାଣି, ପବନ, ରାସ୍ତା ଘାଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିବେଶବିତ୍ ଓକିଲ ବାଉରୀ ବଂଧୁ ବେଜ୍ ଙ୍କ ଅଧକ୍ଷତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଇଂ. ସସ୍ମିତା ବେହେରା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ପରିବେଶବିତ୍ ଦେବୀ ପ୍ରସାଦ ପୃଷ୍ଟି, ସମ୍ମାନୀତ ଅତିଥି ରଂଜିତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମାଜର ବିଭିନ୍ନ ସ୍ତର ରେ କାର୍ଯ୍ୟରତ ସମାଜ ସେବୀ ବାପି ମହାନ୍ତି, ରଣଜିତ ମହାପାତ୍ର, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍, ଗଣମାଧ୍ୟମ ପ୍ରତିନିଧି ଅରେନ୍ ପାଣି, ରବୀନ୍ଦ୍ର ସେଠ, ପ୍ରଦୀପ ମହାରଣା, ଓକିଲ ଜମ୍ବେଶ୍ୱର ପଟ୍ଟନାୟକ, ଓକିଲ କେଶବ ଭୂତିଆ ଏବଂ ତାଳଚେର ସମସ୍ୟା ସହ ଲଢ଼ୁଥିବା ସଚେତନ ବ୍ୟକ୍ତି ବିଶେଷରେ ଅର୍ଜୁନ ଭୁତିଆ, ପଦ୍ମ ଲୋଚନ ସାମଲ, ସୁକାନ୍ତ ଦାସ,ପଦ୍ମିନୀ ନାୟକ, ହରେକୃଷ୍ଣ ମହା ପାତ୍ର, ସଂଜୀବ ନାଏକ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ତାଳଚେର ପରିବେଶ ସନ୍ତୁଳନକୁ ନେଇ ମତବ୍ୟକ୍ତ କରିଥିଲେ l ଏହି ସଚେତନତା ସଭାରେ ମୁଖ୍ୟତଃ ରାସ୍ତା ପ୍ରଦ୍ୟୁଷଣକୁ ରୋକିବା ଏବଂ ତାଳଚେର ମେଡିକାଲ କଲେଜ କୁ ଶୀଘ୍ର କାର୍ଯ୍ୟାନ୍ୟୁତ କରିବା ଉପରେ ବହୁ ବ୍ୟକ୍ତି ମତ ପୋଷଣ କରିଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ତାଳଚେର ପ୍ରତି କୌଣସି ଦରଦ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ l ବିଶେଷତ ତାଳଚେର ଲୋକ ପ୍ରତିନିଧି ତାଳଚେର ର ଏହି ପ୍ରଦ୍ୟୁଷଣ ସମସ୍ୟାର ସମାଧାନ ନିମନ୍ତେ ବିଧାନ ସଭା କିମ୍ବା ଲୋକ ସଭାରେ ଚେଷ୍ଟିତ ନଥିବା ବେଳେ ଅନ୍ୟ ନିର୍ବାଚିତ ମଣ୍ଡଳି ବିଧାୟକ ଏହି ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଅନ୍ତତଃ ତାଳଚେର ନିର୍ବଚିତ ନେତାଙ୍କ ଆଖି ଖୋଲିବ ବୋଲି ପ୍ରକାଶ କରିଥିଲେ l ପରିଶେଷରେ ଏହି ସଭାର ସଭାପତି ଓକିଲ ବାଉରୀ ବଂଧୁ ବେଜ୍ ତାଳଚେର ପରିବେଶ ପ୍ରତି ସରକାର ଯଥା ଶୀଘ୍ର ଯତ୍ନଶୀଳ ହୋଇ ଖଣି ଖାଦାନ ଦ୍ୱାରା ପ୍ରଦ୍ୟୁଷିତ କୁ ଆକାଳନ କରିବା ନିମନ୍ତେ ସରକାର ଙ୍କୁ ଦାବୀ କରିଥିବା ସମ୍ବାଦ ଆମର ହସ୍ତଗତ ହୋଇଛି l

Related posts

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort