ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓକିଲ ସଂଘ – ଅଶୋକ ପାତ୍ର ସଭାପତି, ହିମାଂଶୁ ବରାଡ଼ ସଂପାଦକ ନର୍ବାଚିତ

ଜୁନାଗଡ଼,୨୪/୩(ମ ନି ସ) ରାଜ୍ୟ ବାର କାଉନସିଲ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପାଇଁ ଜୁନାଗଡ଼ ଓକିଲ ସଂଘର ନିର୍ବାଚନ ହୋଇଯାଇଛି। ସର୍ବ ସମ୍ମତି କ୍ରମେ ଏଥିରେ ଅଶୋକ କୁମାର ପାତ୍ର ସଂଘର ସଭାପତି ଓ ହିମାଂଶୁ ବରାଡ଼ ସଂପାଦକ ନିର୍ବାଚିତ ହୋଇଛନ୍ତି l ସେହି ପରି ଉପ ସଭାପତି ଭାବେ ରମେଶ ଚନ୍ଦ୍ର ନାୟକ, ସହ ସଂପାଦକ ଭାବେ ଧନେଶ୍ଵର ନାଏକ ଓ ଜୟଦେବ ସୁନାନୀ ଲାଇବ୍ରେରୀ ସମ୍ପାଦକ ଭାବେ ଅନନ୍ତ ବେହେରା, କୋଷାଧକ୍ଷ ରୂପେ କାଳିନ୍ଦ୍ରୀ ଚରଣ ପାଣଗ୍ରାହୀ ଏବଂ ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଣ୍ଡା, ନୀଳକଣ୍ଠ ମିଶ୍ର, ଶିଶିର ପଟ୍ଟନାୟକ, କୈଳାଶ ଚନ୍ଦ୍ର ଚୌଧରୀ, ପ୍ରମୋଦ କୁମାର ପୁଝାରୀ, ଜୁଲି ରାଣୀ ନାୟକ, ମିଲପ ଚାନ୍ଦ ଜୈନ, ନିର୍ବାଚିତ ହୋଇଛନ୍ତି l ବରିଷ୍ଟ ଓକିଲ ମଦନ ମୋହନ ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଜ୍ୟସ୍ତରୀୟ ୭୨ତମ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ରାଇରଙ୍ଗପୁରରେ ପ୍ରସ୍ତୁତି ବୈଠକ ଚଳିତ ଅଗଷ୍ଟ ମାସ ୭, ୮ ଓ ୯ ତାରିଖ ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ହେବ ଆୟୋଜିତ 

Sunil Chandra Nayak

ତାଳଚେର ପ୍ରେସ୍ କ୍ଲବ୍ ( ନୋଭାଲ୍ )ର ଜାତୀୟ ପ୍ରେସ୍ ଦିବସ ପାଳନ 

masiha

ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!