ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ   

 ନବରଙ୍ଗପୁର24/3 – – (ମସିହା) ଆଜି ଠାରୁ ଆରମ୍ଭ ହୋଇଛି ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ । ଗୁରୁବାର ସନ୍ଧ୍ୟା ରେ ଜହ୍ନ ଦେଖିବା ପରେ ଏହି ଧର୍ମାବଲମ୍ବୀ ମାନେ ପରଷ୍ପର କୁ ଅଭିନନ୍ଦନ ଜଣାଇ ଏହି ପବିତ୍ର ମାସ ପାଳନ ଆରମ୍ଭ କରିଛନ୍ତି ।ଆଜି ଜହ୍ନ ଦେଖିବା ପରେ ସମସ୍ତେ ସମୁହ ନମାଜ ପାଠ କରିବାକୁ ନବରଙ୍ଗପୁର, ପାପଡାହାଣ୍ଡି,ଡାବୁଗାଁ ଓ ଜଟାବାଲ ମସଜିଦ କୁ ପହଞ୍ଚି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଜଟାବାଲ ମୁସଲିମ କମିଟି ସଭାପତି ସେକ କୌଶର ଅଲି ଏବଂ ପାପଡାହାଣ୍ଡି ସୁନ୍ନି ରଜ୍ଜ ଜାମା ମସଜିଦ ର ମୌଲାନା ଜାଭେଦ ଅଖତର ସମସ୍ତ ମୁସଲିମ ଭାଇଙ୍କୁ ରମଜାନ ର ଅଭିନନ୍ଦନ ଜଣାଇଥିଲେ । ପବିତ୍ର ରମଜାନ ମାସ ରେ ମୁସଲମାନ ମାନଙ୍କ ପବିତ୍ରଧର୍ମ ଗ୍ରନ୍ଥ କୋରାନ ର ରଚନା ହୋଇଥିବାରୁ ଏହି ମାସ କୁ ମୁସଲମାନ ଧର୍ମରେ ଏକ ଧର୍ମ ମାସ ଭାବେ ପାଳନ କରାଯାଇଥାଏ । ପ୍ରତ୍ୟହ ସୂର୍ଯ୍ୟଉଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମୁସଲମାନ ଭାଇ ଭଉଣୀ ମାନେ ନିର୍ଜଳା ଉପବାସ କରିଥାନ୍ତି ଓ ସନ୍ଧ୍ୟା ସମୟ ରେ ନମାଜ ପାଠ କରିବା ସହ ତରାବି ନମାଜ ପାଠ କରିଥାନ୍ତି।ଏହି ମାସ ରେ ମୁସଲିମି ସମ୍ପ୍ରଦାୟର ବ୍ୟକ୍ତି ନିଜ ଉପାର୍ଜନ ସମ୍ପତ୍ତିର ଅଢେଇଁ ଭାଗ ଦାନ କରିବାର ମଧ୍ୟ ବିଧି ରହିଛି। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Sunil Chandra Nayak

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

masiha

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା କଟକ ଜିଲ୍ଲାର ବହୁ ପୁରୁଣା ଓ ଆର୍ ଆମ୍ବୁଲାନ୍ସ, ସେବା ଯୋଗାଇବ ନା କିଛି ଦିନ ପରେ ଯନ୍ତ୍ରାଂଶ ଅଚଳ ହୋଇ ରାସ୍ତାରେ ଶୋଇବ, ନିଜ ମୁଣ୍ଡରୁ ଦୋଶ ନିଭାଇବା ପାଇଁ ଜିଲ୍ଲା ପ୍ରଶାସନର ଚାଲ ନାହିଁ ତ?

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort