ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

ତେନ୍ତୁଳିଖୁଣ୍ଟି ୨୫/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଆଜି କୁକୁଡ଼ା ଗାଲି ହେଉଥିବା ଖବର ପାଇ କୂର୍ମକୋଟ କାଜୁ ବାଡ଼ରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କୁକୁଡ଼ା ଗାଲି କରୁଥିବା ବ୍ୟକ୍ତି କୁକୁଡ଼ା ଧରି ଫେରାର ହୋଇଯାଇଥିଲେ,ଉକ୍ତ ସ୍ଥାନରେ ଗୁଡ଼ ଗୁଡୁ ପାଲି ଖେଳକରୁଥିବା ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ସେମାନଙ୍କ ନିକଟରୁ 2100 ଟଙ୍କା,ପାଞ୍ଚ ଟି ଗୋଟି, ତିନିଟି ପ୍ରିଣ୍ଟଡ଼ ରସିଦ ଜବତ କରିଛି। କେଶ ନମ୍ବର 64/23ରେ ମାମଲା ରୁଜୁ କରିଛି। ଆଇ ଆଇସି ଟଙ୍କ ଗିରି ଭୋଇଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ବରଗାଁ ନେତ୍ରକାନ୍ତ ବାଘ ,ମେଣ୍ଟ ରି ର ଦିବାକର ସାହୁ ଓ ଖାତିଗୁଡା ର ତ୍ରିନାଥ ହରିଜନ ଙ୍କୁ ଅଟକ ରଖିଛି ପୋଲିସ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

Sunil Chandra Nayak

କନ୍ଧମାଳ ଜିଲ୍ଲା ରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ : ବେଲଘର ଥାନା ଅଞ୍ଚଳରେ ଗଛ ପକାଇ ମାଓ ପୋଷ୍ଟର ଛାଡିଲେ

ମନ୍ଦିରରୁ ସିରିଜ୍ ଚୋରି

Sunil Chandra Nayak

Leave a Comment

error: Content is protected !!