ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

ଗୋଳାମୁଣ୍ଡା/୨୭/୩/ମସିହା/ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀର ଉନ୍ନୀତ ରୁ ଅପଗ୍ରେଡ ପାଇଁ ଆଜି ଗଣ୍ଡାମେର ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ,ଓ ବୈଦ୍ୟନାଥ ବିଦ୍ୟାଳୟକୁ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି, ଏହି ସମ୍ପର୍କରେ ଅଧିକାଂଶ ମହିଳା ଓ ପୁରୁଷ ମାନେ ଦୁଇଟି ବିଦ୍ୟାଳୟରେ ଗ୍ରାମ ବାସୀ ବିଦ୍ୟାଳୟର ଫାଟକ ସଂମୁଖରେ ଧାରଣାରେ ବସିଛନ୍ତି, ଏହି ପରିପ୍ରେକ୍ଷୀରେ ଗ୍ରାମର ବ୍ୟକ୍ତି ଓ ମହିଳାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତିଯେ ଯେଉଁ ପର୍ଯ୍ୟନ୍ତ ଆମ୍ଭର ଦାବି ପୂରଣ ନ କରନ୍ତି ସରକାର ସେ ପର୍ଯ୍ୟନ୍ତ ଅହରହ ଧାରଣା ଦେବାକୁ ପ୍ରସ୍ତୁତ ବୋଲି ଜିଦ ଧରିଛନ୍ତି, ଏହି ସମୟରେ ଗୋଳାମୁଣ୍ଡା ବିଇଓ ନବକିଶୋର ସାହୁ ଓ ଏବିଓ ଲବଣି କୁମାର ନାଇକ ଧାରଣା ସ୍ଥଳରେ ପହଞ୍ଚି ଅନେକ ପ୍ରକାର ବୁଝାମଣା କରିଥିଲେ ମଧ୍ୟ ଜିଦ ଧରି ବସିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

masiha

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

Leave a Comment

error: Content is protected !!