ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

ଢେ଼ଙ୍କାନାଳ(ମ ସୀ ହା)୨୭/୦୩_ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଲଟରନେଟିଭ ରିଦମ୍ ଥିଏଟର୍ ପକ୍ଷରୁ ନାଟ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ସକାଳ ୬ଟା ୩୦ ମିନିଟ ସମୟରେ ବାଜିଚୌକ ଛକ ଠାରୁ ଆରମ୍ଭ ହୋଇ ମିନି ଷ୍ଟାଡିୟମ ଠାରେ ସମାପ୍ତ କରାଯାଇଥିଲା l ଢେଙ୍କାନାଳର ସମସ୍ତ ନାଟ୍ୟକର୍ମୀ , ନୃତ୍ୟ ସଙ୍ଗୀତ ଓ ସାମାଜିକ ଅନୁଷ୍ଠାନ ଓ ଜନ ସାଧାରଣ ଏଥିରେ ସାମିଲ ହୋଇ କାର୍ଯକ୍ରମ କୁ ସଫଳ ରୂପ ଦେଇଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ “ଟେବୁଲ ଟପ ଏକ୍ସରେ ସାଇଜ” ଅନୁଷ୍ଠିତ , “ମୁକାବିଲା ନିମନ୍ତେ ସମସ୍ତ ସରଞ୍ଜାମ ସହିତ ପ୍ରସ୍ତୁତି ରହିବାକୁ ନିର୍ଦେଶ

Sunil Chandra Nayak

ଦ ହ୍ୟୁମାନିଟୀ ଫାଉଣ୍ଡେସନ ପାଳନ କଲେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!