ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ଭବାନୀପାଟଣା:- ତା ୩୧.୩. ୨୩ ଉବାନୀପାଟଣା ବ୍ଲକ ଅର୍ନ୍ତଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ୨୦୨୩ ମହାସମାରୋହରେ ପାଳିତ ସୋଇଯାଇଛି। ମେଦିନୀପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା ଯୋଗଦାନ କରିଥିବା ସ୍ଥଳେ ମୁଖ୍ୟ ବକ୍ତା ସରପଞ୍ଚ ମେଦିନୀପୁର ଶ୍ରୀ ଗୌରୀ କୁମାର ମିଶ୍ର, ସମ୍ମାନ୍ନୀତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ସ୍ବାଧୀନ ପାତ୍ର , ଶିକ୍ଷାବିତ୍ ପ୍ରଦୀପ କୁମାର ପଣ୍ଡା , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ,ସମିତ ସଭ୍ୟ ସନ୍ତୋଷ କୁମାର ଦାଶ, ଶିକ୍ଷାବିତ ବିଭୁତି ଭୁଷଣ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟୀ ଅଧ୍ୟକ୍ଷା ମଞ୍ଜୁରୀ ନାଗ, ଉପାଧକ୍ଷ ଆଶିଷ ପଣ୍ଡା, ଲବ୍ଧପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ଏଫ.ଏଲ.ଏନ୍ ଜିଲ୍ଲା କୋଢ଼ିନେଟର ନିହାରୀକା ଦେବୀ, କ୍ରୀଡ଼ା ବିତ୍ ପ୍ରବୀଣ କୁମାର ମହାନ୍ତି, ଗୁଡ଼ି ଆଲି ପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଗନ୍ନାଥ ଦାଶ, ସଂଙ୍ଗୀତ ବିଶା୍ରଦ ଗୋବର୍ଦ୍ଧନ ଦାଶ , ବିଶିଷ୍ଟ ଶିକ୍ଷାବିତ୍ ଵଳଭଦ୍ର ମିଶ୍ର, ଶିକ୍ଷକ ନେତା ର୍ଭୁରକୁଟୀ ଗଉଡ, ଧନଞ୍ଜୟ ସାହୁ, ବରିଷ୍ଟ ସାଂବାଦିକ ଲଳିତ କାନୁନଗୋ, ସମାଜସେବୀ ମୀରା ସାହୁ, ପୂର୍ବତନ ଶିକ୍ଷୟିତ୍ରୀ ମୀନା ବିଦ୍ୟାଧର, କଳ୍ପନା ମିଶ୍ର, ରୀନା ମହାପାତ୍ର, ଜ୍ୟୋସ୍ନା ମୟୀ ଦୋରା, ନିମନ୍ତ୍ରିତ ଅତିଥି ଶିକ୍ଷୟିତ୍ରୀ ଜ୍ୟୋତି ରାଣୀ ଦାସ, ପୁଷ୍ପାଞ୍ଜଳି ସାହୁ, ସଙ୍ଗୀତା ନାଗ, ବିଦୁମତି ସୁନାନୀ ସଦସ୍ୟା ବିଦ୍ୟାଳୟ ର ପରିଚାଳନା କମିଟି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତି ଓ ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ସୁଚେତା ଦାଶ ଓ ଶିକ୍ଷୟିତ୍ରୀ ପ୍ରତିଭା ଦାଶ ପୁରସ୍କାର ବିତରଣ କାର୍ଯ୍ୟ ପରିଚାଳନା କରିଥିଲେ। ଅତିଥି ସତ୍କାର ଓ ଜଳପାନ ବ୍ୟବସ୍ଥା ଶିକ୍ଷୟିତ୍ରୀ ସଂଯକ୍ତା ଦାଶ ଓ ସଭ୍ୟା ମଞ୍ଜିରୀ ପଟ୍ଟନାୟକ ଏବଂ ଅତିଥି ସ୍ବାଗତ ଓ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟ କୁ ଶିକ୍ଷୟିତ୍ରୀ ନିଶା ମଣି ଦେଇ ସମ୍ପାଦନ କରିଥିଲେ। ଛାତ୍ର- ଛାତ୍ରୀ ଙ୍କ ଦ୍ଵାରା ରଙ୍ଗ ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା କଲ୍ୟାଣୀ ଦାସ ଓ ଲକ୍ଷ୍ମୀ ବଗର୍ତ୍ତି ଏହାକୁ ପରିଚାଳନା କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କ ସହ ଷ୍ଟୁଡ଼େଣ୍ଡ ଅଫ ଦ ୟିଅର ସୁଶ୍ରୀ କୌଶଲ୍ୟା ପୁଟେଲ ଙ୍କୁ କପ ଓ ମାନପତ୍ର ମୂଖ୍ୟ ଅତିଥି ପ୍ରଦାନ କରିଥିଲେ । ବିଦ୍ୟାଳୟ ର ସମସ୍ତ କିକ୍ଷୟିତ୍ରୀ ଙ୍କୁ ନରବିର୍ଛିନ ସହଯୋଗ ନିମନ୍ତେ ପ୍ରଧାନ ଶିକ୍ଷକ ପ୍ରସଂସା ପତ୍ର ପ୍ରଦାନ କରିଥିଲେ । ସର୍ବଶେଷରେ ଆଶିଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମଣ୍ଡେଇ ସ୍ମରଣିକା ଓ କବିତା ପାଠୋତ୍ସବ କମିଟି ବୈଠକ

masiha

ନିମ୍ନ ମାନର କାମ ନୂତନ କିରୋସିନ ଗୋଦାମ କାନ୍ଥ ଦୁଇବର୍ଷ ମଧ୍ୟରେ ଫାଟ 

Sunil Chandra Nayak

ଚରାମୂଳା ନିକଟରେ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort