ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

ନୂଆପଡା-ସରି ଯାଇଛି ନିର୍ବାଚନ,ଘୋଷିତ ହୋଇଛି ଫଳାଫଳ । ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଜୋନରୁ ୧୨ ଜୋନରେ ଶାସକ ବିଜେଡି କବଜା କରି ଥିବା ବେଳେ ଗୋଟିଏ ଆସନ ବିଜେପି ଓ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଜିଲ୍ଲାରେ ଅଛନ୍ତି ବିଜେପିର ସାଂସଦ ବସନ୍ତ ପଣ୍ତା, ନୂଆପଡାରେ ବିଜେଡିର ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଖଡିଆଳରେ କଂଗ୍ରେସର ବିଧାୟକ ଅଧିରାଜ ପାଣିଗ୍ରାହି । ଚିନ୍ତାର କାରଣ ଥିଲା ୩ ନେତା ଯୋରଦାର ନିର୍ବାଚନରେ ମୁକାବିଳା କରିବେ । ପରିଷଦ ଝୁଲା ହେବ । କିନ୍ତୁ ବିଜେଡି ବିଧାୟକଙ୍କ ସଦର ବ୍ଲକରେ ଗୋଟିଏ ଆସନରେ କଂଗ୍ରେସ ଆସିଲା,କଂଗ୍ରେସ ବିଧାୟକଙ୍କ ବିଧାୟକଙ୍କ ଅଂଚଳରେ ଗୋଟିଏ ଆସନରେ ବିଜେପି ଆସିଲା । କିନ୍ତୁ ପରିଷଦକୁ ହାତେଇ ନେଇଛି ବିଜେଡି । ଗତ ନିର୍ବାଚନରେ ଖାତା ଖୋଲି ପାରି ନ ଥିବା ବିଜେପି ପାଇଁ ଆଶା ଦେଖାଇ ମାନ ରକ୍ଷା କଲେ ଆଶା ଜୈନ ଏବଂ ବିଜେଡି ଗଡରେ ହାତକୁ ସମର୍ଥନ କରି ଭରତଲାଲ ରାଉତଙ୍କୁ ବିଜୟୀ କରିଛନ୍ତି ଭୋଟର ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ , ବାଲ୍ୟବିବାହ ରୋକିବା ପାଇଁ ସଚେତନତା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort