ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦରବିଲି ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ ଭକ୍ତଙ୍କ ମନମୋହିଲା 

ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦରବିଲି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଧୂଳି ଦଣ୍ଡ ପରିବେଷଣ କରୁଥିଲେ। ବିଭିନ୍ନ ପ୍ରକାରର ଧୁଳି ଦଣ୍ଡ ପରିବେଷଣ ସହ ମନ୍ଦିର ତୋଳା ଓ ବିଣାକାର ଗିତ ପରିବେଷଣ କରିଥିଲେ। ଏହି ଦଣ୍ଡ ପରମ୍ପରା ୩୫ବର୍ଷର। ବିଭିନ୍ନ ଗ୍ରାମ ରୁ ଗ୍ରାମ ବୁଲିବୁଲି ଏହି ଦଣ୍ଡ ପରିବେଷଣ କରୁଛନ୍ତି। ରାତ୍ରୀ ରେ ଅଗ୍ନି ଦଣ୍ଡ ହେବା ସହ ପରେ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ସାରସଗୁଡାଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

Sunil Chandra Nayak

ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

masiha

ଗୋତୋମୁଣ୍ଡାରେ ନିଆରା ରଥଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

Sunil Chandra Nayak

Leave a Comment

error: Content is protected !!