ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଟେଣ୍ଡ ଏଣ୍ଡ ସପ୍ଲାଏରସ୍ ଓନରର୍ସ ଆସୋସିଏସନ୍ ପକ୍ଷରୁ ଜଳଛତ୍ର ଉଦଘାଟିତ

ଆଜି ଢେଙ୍କାନାଳ ସ୍ଥାନୀୟ ଗଣେଷ ବଜାର ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରେ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଢେଙ୍କାନାଳ ଟେଣ୍ଡ ଏଣ୍ଡ ସପ୍ଲାଏରସ୍ ଓନରର୍ସ ଆସୋସିଏସନ୍ ପକ୍ଷରୁ ଜଳଛତ୍ର ଉଦଘାଟିତ ହୋଇଯାଇଛି। ଏହା କୁ ଉଦଘାଟନ କରିଥିଲେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ର। ସମ୍ମାନୀତ ଅତିଥି ଭାବେ ପୈାରଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର,ଗଣେଷ ବଜାର ପୂଜା କମିଟି ର ସଭାପତି ଶ୍ରୀ ବିଶ୍ଵନାଥ ବେହେରା। ଅତିଥିମାନଙ୍କ ଉପସ୍ଥିତ ରେ ଲୈହଋଦ୍ରତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା। କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରାଯାଥିଲା

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ତେରେସିଂହା ଓ ସାନଡୁଙ୍ଗୁରୀଗୁଡ଼ା ଆଞ୍ଚଳିକ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ 

Sunil Chandra Nayak

ବ୍ଲକ ସ୍ତରୀୟ ପରବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

Sunil Chandra Nayak

Leave a Comment

error: Content is protected !!