ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ

ଆଜି ଅଦ୍ୟ ତା ୧୭/୦୪/୨୦୨୩ ରିଖ ସୋମବାର ଦିନ ଆମ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ ବରିଷ୍ଠ ଶିକ୍ଷୟତ୍ରୀ କନ୍ୟାକୁମାରୀ ଭୂତିଆ, ଉର୍ମିଳା କର, ଜୟନ୍ତୀ ରଥ, ସୁଲୋଚନା ଭୁତିଆ, ପ୍ରଣତି ପତି, ଉପାସନା ନାଥଶର୍ମା, ଜୟନ୍ତୀ ବେହେରା, ମାମାଲି ମିଶ୍ର, ରାନୁ ଦାସ, ଲିପିକା ନାଏକ, ବବିତା ସାହୁ,ଡଲି ସାହୁ ଓ ଶିକ୍ଷକ ପ୍ରଶାନ୍ତ ସାହୁ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷାବର୍ଷ ପାଇଁ ସ୍ବାଗତ ଜଣାଇ ବିଦ୍ୟାଳୟକୁ ପ୍ରବେଶ କରାଇଥିଲେ। ପିଲାଙ୍କୁ ଚନ୍ଦନ ଫୁଲ ଦେଇ ବନ୍ଦାପନା କରାଯାଇଥିଲା। ଆଜି ଠାରୁ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ କରାଯିବ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ମ୍ୟାଟ୍ରିକ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଟପ୍ ୩୧ ଜଣ 

masiha

ଜନସେବା କେନ୍ଦ୍ରରେ ଗରିବଙ୍କ ଆବାସ ୱାର୍କ ଅର୍ଡର ପାଇବା ପାଇଁ ହିତାଧିକାରୀ ଙ୍କ ଲମ୍ବା ଲାଇନ, ଜଣ ପିଛା ୫୦ ଟଙ୍କା ଆଦାୟ କରି କରୁଛନ୍ତି ଜନସେବା

Sunil Chandra Nayak

ନୂଆଁଖାଇ ଭେଟ୍‌ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!