ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ

ଚନ୍ଦାହାଣ୍ଡି -(ମ ନି ସ )ଗତ 12 ଏବଂ 14 ଏପ୍ରିଲ ରେ ସମ୍ବଲପୁର ଠାରେ ହନୁମାନ ଜନ୍ମଉତ୍ସବ ଶାନ୍ତି ପୂର୍ଣ୍ଣ ଭାବେ ଶୋଭାଯାତ୍ରା ଚାଲିଥିଲା ବେଳେ କିଛି ଅସାମାଜିକ ବ୍ୟକ୍ତି ମାନେ ପଥର ଫିଙ୍ଗି ଧାରୁଆ ଅସ୍ତ୍ର ଧରି ହିନ୍ଦୁ ମାନଙ୍କ ଶୋଭା ଯାତ୍ରା ରେ ଆକ୍ରମଣ କରି ଅନେକ ହିନ୍ଦୁ ମାନଙ୍କ ଧନ ଜୀବନ ନଷ୍ଟ କରି ଶତାଧିକ ଯାନବାହାନ ପୋଡି ଦେଲେ l 

ଏପରି ଅମାନୁଷିକ ହିଂସା କାଣ୍ଡ ର ପ୍ରତିବାଦ ରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ 12 ଘଣ୍ଟିଆ ବନ୍ଦ ପାଳନ ପାନାବେଡ଼ା ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଚନ୍ଦାହାଣ୍ଡି ତରଫରୁ ଶାନ୍ତି ପୁର୍ଣ ବନ୍ଦ ପାଳନ କରାଯାଇଥିଲା | ଏଥିରେବିଶ୍ୱହିନ୍ଦୁ ପରିଷଦ ର ସୁରଜ ଅଗସ୍ତି, ରାଧା ରମଣ ପାଢ଼ୀ,ଶ୍ରୀମନ୍ତ ରଥ, ଲିଙ୍ଗରାଜ ଚୌହାନ, ଚନ୍ଦନ ସାହୁ, ହର୍ଷିତ ସାହୁ, ଚନ୍ଦନ ଜଗତ, ଆକାଶ ଜଗତ, ଟିକେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚନ୍ଦାହାଣ୍ଡି ଥାନା ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ସୃଙ୍ଖଳା ରକ୍ଷା କରିଥିଲେ l

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ୟଙ୍ଗ ଅଥର୍ସ ଲିଗ୍ ଆୱାର୍ଡ଼ ରେ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ପୁସ୍ତକ ମନୋନୀତ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!