ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ତୃତୀୟା ପାଇଁ ସୁନା ଅଳଙ୍କାର ଦୋକାନ ରେ ଭିଡ

 ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଢେଙ୍କାନାଳ ସହର ବିଭିନ୍ନ ଅଳଙ୍କାର ଦୋକାନଗୁଡିକ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

ଅଳଙ୍କାର ଦୋକାନଗୁଡିକ ମଧ୍ୟରୁ ରତ୍ନ ଅଳଙ୍କାର, ଶ୍ରୀଗଣେଷ ଜୁଏଲାରୀ, ହିନ୍ଦୁସ୍ଥାନ ଜୁଏଲର୍ସ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉପହାର ମଧ୍ୟ ରଖିଥିବାବେଳେ ଗ୍ରାହକ ଉତ୍କଣ୍ଠା ସହ ସୁନା ଅଳଙ୍କାର କିଣୁଛନ୍ତି। ଧନତରାସ ଓ ଅକ୍ଷୟ ତୃତୀୟା ରେ ସୁନା ଅଳଙ୍କାର କିଣିବା ଶୁଭ ବେଳେ ମାନିଥାନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ 

Sunil Chandra Nayak

୧- ଦୃଷ୍ଟି ଆଢ଼ୁଆଳରେ ଜିଲ୍ଲା ସଂଗ୍ରାହାଳୟ,ପ୍ରଚାର ପ୍ରସାର ନାହିଁ ଆସୁନାହନ୍ତି ପରିଦର୍ଶକ ,୨- ଝାରଦା ଗିରିବର ଗିରିଧାରୀ ଆଶ୍ରମ ରେ ଶ୍ରୀଗଣେଶ ବିଗ୍ରହ ‌ସ୍ଥାପନ 

Sunil Chandra Nayak

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!