ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ମୟୂରଭଞ୍ଜ- ୨୪/୦୪/୨୩; (ମସିହା) ହନୁମାନ ଜୟନ୍ତୀ ଅବସରରେ ଶାନ୍ତିପୂର୍ଣ୍ଣ ବାଇକ ରାଲି ବେଳେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ହିନ୍ଦୁ ସମାଜ ଉପରେ ବର୍ବରଚିତ ଆକ୍ରମଣ ଓ ବାଇକ ପୋଡି ଘଟଣା ବିରୁଦ୍ଧରେ ହିନ୍ଦୁ ସୂରକ୍ଷା ମଞ୍ଚ ପକ୍ଷରୁ ବହଳଦା ବ୍ଲକ ବିଡିଓ’ଙ୍କ ଜରିଆରେ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ।

       ସୂଚନା ଅନୁସାରେ ଗତ ଏପ୍ରିଲ ୧୨’ ତାରିଖ ହନୁମାନ ଜୟନ୍ତୀ ଅବସରରେ ସମ୍ବବଲପୁର ଠାରେ ହନୁମାନ ଜୟନ୍ତୀ ସମନ୍ବୟ ସମିତ ପକ୍ଷରୁ ଶାନ୍ତିପୂର୍ଣ୍ଣ ବାଇକ ରାଲି ଉପରେ ମୁସଲମାନ ମାନଙ୍କ ପକ୍ଷରୁ ହୋଇଥିବା ଅଚାନକ ଆକ୍ରମଣ ରେ ଅନେକ ହିନ୍ଦୁ ଆହତ ହୋଇଥିବାବେଳେ ତାଙ୍କ ବାଇକ ପୋଡି ଦିଆ ଯାଇଥିଲା। ଅନ୍ୟ ଏକ ଘଟଣାରେ ଏପ୍ରିଲ ୧୪’ ତାରିଖ ଦିନ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଏକ ହିଂସାକାଣ୍ଡରେ ଦଳେଇପଡା ଛୋକରେ ରାତି ଘ ୧୧.୩୦ ମି ବେଳେ ଦୁଇ ଜଣ ହିନ୍ଦୁ ଯୁବକ’ଙ୍କ ଉପରେ ଆକ୍ରମଣ ହେବା ଫଳରେ ଜଣେ ମୃତ୍ୟ। ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ଏହି ଘଟଣାରେ ଆଇନ୍ ଶୃଙ୍ଖଳା ପ୍ରତି ଆସ୍ଥାବାନ ହିନ୍ଦୁ ସମାଜର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ ପୂର୍ବକ କୌଣସି ପ୍ରତିକ୍ରିୟା ପ୍ରଦର୍ଶନ କରି ନାହାନ୍ତି କିମ୍ବା ପ୍ରତ୍ୟାକ୍ରମଣ ପନ୍ଥା ଆପଣାଇ ନାହାନ୍ତି। ଏହି ଘଟଣାରୁ ହିନ୍ଦୁ ସମାଜର ସୂରକ୍ଷା ତଥା ନ୍ୟାର୍ଯ୍ୟ ଦାବି ପ୍ରତି ସରକାରୀ ଉଦାସୀନତା ସୁସ୍ପୋଷ୍ଟ ବୋଲି ହିନ୍ଦୁ ସୂରକ୍ଷା ମଞ୍ଚ ପ୍ରକାଶ କରିଛି। ସମାଜ ବିରୋଧି ତତ୍ବମାନେ ତାଙ୍କ କାର୍ଯ୍ୟ କଳାପରୁ ଜଣାଇ ଦେଇଛନ୍ତି ଯେ ଭବିଶ୍ୟତରେ ସହର ତଥା ରଜ୍ୟର ବିଭିନ୍ନ ସ୍ଥାନରେ ଅନୁରୁପ ଘଟଣାର ପୁନରାବୃତ୍ତି ଘଟିପାରେ।

      ଉକ୍ତ ପରିସ୍ଥିତି କୁ ଦୃଷ୍ଟିରେ ରଖି ହିନ୍ଦୁ ସୂରକ୍ଷା ମଞ୍ଚ ଏହି ସ୍ମାରକପତ୍ର ଜରିଆରେ ଦାବି ଜଣାଉଅଛି ଯେ ସରକାର ସମ୍ବଲପୁର ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରିୟ ମୁସଲମାନ ଅତିବାଦୀ ମାନଙ୍କୁ ଦୃଢ ହସ୍ତରେ ଦମନ କରନ୍ତୁ। ଷଡଯନ୍ତ୍ରକାରୀ ମାନଙ୍କୁ ଚିହ୍ଳଟ କରି ନିରୀହ ହିନ୍ଦୁ ସମାଜ ଉପରେ ଆକ୍ରମଣ କରିଥିବା ଅପରାଧି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଏପରି ଘଟଣାର ପୁନରାବୃତ୍ତି ଘଟେ ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି। ଏହାକୁ ନେଇ ବିଭିନ୍ନ ହିନ୍ଦୁ ସଗଠନ ପକ୍ଷରୁ ଏନେଇ ଦାବିପତ୍ର ପ୍ରଦାନ କରାଯାଉଥିବା ଜଣାପଡିଛି।

       ବିଶ୍ବହିନ୍ଦୁ ପରିଷଦ ବିଭାଗ ସମ୍ପାଦକ ମଧୁସୂଦନ ଦାସ’ଙ୍କ ନେତୃତ୍ବରେ ବହଳଦା ବିଡିଓ ଶ୍ରୀମତୀ ନୁପୁର ଚାନ୍ଦଗୋଟିଆ’ଙ୍କୁ ସ୍ମାରକ ପତ୍ର ପ୍ରଦାନ ବେଳେ ନନ୍ଦକିଶୋର କିସ୍କୁ, କମଳାକାନ୍ତ ନାୟକ, ସୁନୀଲ କୁମାର ମହାନ୍ତ, ବିକାଶ ଦାସ, ପୃଥ୍ବୀରାଜ ମହାନ୍ତ, ଘାଷିରାମ ପାତ୍ର, ସୁଭଜିତ ପାଲ, ଭହାତ୍ମା ଦୀକ୍ଷିତ, ରାଜେଶ ପାଲ, ଜଗନ୍ନାଥ ମହାକୁଡ, ଦଶରଥ ମଣ୍ଡଳ, ଜୟନ୍ତ ମହାପାତ୍ର, ବିଜୟ କୁମାର ସାହୁ ଏବଂ ପ୍ରିୟ ବସା ପ୍ରମୁଖ ଉପସ୍ଥିତ ରହିଥିଲେ।

          ସେହିପରି ତିରିଂ ବ୍ଲକରେ ବିଶ୍ବହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ପ୍ରଦ୍ୟୁମ୍ନ କୁମ୍ଭକାର’ଙ୍କ ନେତୃତ୍ବରେ ନେତୃତ୍ବରେ ତିରିଂ ବିଡିଓ’ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ବେଳେ ତାଙ୍କ ସହିତ ଫାଗୁରାମ ମାର୍ଣ୍ଡି, ଚିତ୍ତରଞ୍ଜନ ମହାନ୍ତ, ସୁନୀଲ କୁମାର ସାଓ୍ବାଁଇୟା, ପଦ୍ୟୁମ୍ନ କୁମ୍ଭକାର, ଶିବାଜୀ ପାତ୍ର, ଲାଲମୋହନ ମୁର୍ମୁ, ସୁନୀଲ କୁମାର ଦଣ୍ଡପାଟ, ରାମରାୟ ହାଁସଦାଃ, ଜଗମୋହନ ଟୁଡୁ, ଶଙ୍କର ବିନ୍ଧାଣୀ, ସୁବାସ ଗିରି, ଜୟ ଶଙ୍କର ମହାନ୍ତ, ଧିରେନ୍ଦ୍ର ମହାନ୍ତ, ଚନ୍ଦ୍ରମୋହନ ଟୁଡୁ, ବିବେକାନନ୍ଦ ସାହୁ, ମଧୁସୂଦନ ଦାସ ଏବଂ କମଳାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଜାତୀୟ କଂଗ୍ରେସ ରେ ଯୋଗଦେଲେ

Sunil Chandra Nayak

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort