ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଟା ଚଢ଼ାଉ,୧ଗିରଫ

ଜୁନାଗଡ଼,୨୬/୪(ନି.ପ୍ର)ଜୁନାଗଡ଼ ଥାନା ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ଗ୍ରାମରେ ପୋଲିସ ସଟା ଚଢ଼ାଉ କରି ଜଣକୁ ଗିରଫ କରିଥିବାବେଳେ ମୁଖ୍ୟ ଗଦିଦାର ଫେରାର ଥିବା ଜଣାଯାଇଛି।ସୂଚନାମତେ ଗୌଡ଼ଛେଣ୍ଡିଆ ଗ୍ରାମର ପଞ୍ଚାନନ ଶବର(୩୮) ସଟା କାରବାରରେ ଲିପ୍ତ ଥିବାବେଳେ ଜୁନାଗଡ଼ ପୋଲିସ ଅଚାନକ ଚଢ଼ାଉ କରି ତାଙ୍କ ଠାରୁ ସଟା ଚିଟ ଓ ନଗଦ ଟଙ୍କା ଜବତ କରିଥିଲା।ଏସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭଯୁକ୍ତ ପଞ୍ଚାନନ କୁ ଗିରଫକରି କୋର୍ଟ ଚାଲାଣ କରିଛି।ହେଲେ ମୁଖ୍ୟ ଗଦିଦାର ସୌରଭ ମେହେର ଫେରାର ରହିଥିବା ବେଳେ ତଲାସୀ ଜାରିରହିଥିବା ପୋଲିସ କହିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

masiha

ଅଜଣା ଦୁର୍ବୃତ ମାନେ ସାମ୍ବାଦିକଙ୍କ ସ୍କୁଟି ଜାଳି ଦେଲେ

masiha

Corruption Scandal Rocks Odisha’s Watershed Department

masiha

Leave a Comment

error: Content is protected !!