ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରୁଳିଆ ଛକରେ ଥିବା ସୁଲଭ ଶୌଚାଳୟ ର ଶୁଭ ଉଦ୍ଘାଟନ କଲେ ବାଲିଆପାଳ ବିଡିଓ ଓ ବିଜେଡି ନେତା

ବାଲିଆପାଳ, 5/5/23-( ମନିସ )ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବାଲିଆପାଳ ଗ୍ରାମ ପଞ୍ଚାୟତ ପାରୁଳିଆ ଛକ ନିକଟରେ ସୁଲଭ ଶୌଚାଳୟ ର ପୁଃନରୁନ୍ଧାର କରାଯାଇଛି । ବାଲିଆପାଳ ହେଉଛି ସଦର ପଞ୍ଚାୟତ ଭାବେ ଜଣାଶୁଣା ତେବେ ପଞ୍ଚାୟତ ରହିଛି ବ୍ଲକ ଓ ତହସିଲ , ବାଲିଆପାଳ ଥାନା ଏବଂ ବସ୍ ଷ୍ଟାଣ୍ଡ ତେବେ ଏହି ରାସ୍ତା ଦେଇ ବସ୍ ରେ ଯାଉଥିବା ଯାତ୍ରୀ ମାନେ ବହୁତ ହଇରାଣ ହରକତ ହୁଅନ୍ତି ପାସ୍ ଯିବା ହେଉ କିମ୍ଭା ଶୌଚାଳୟ ଯିବା ପାଇଁ ଏହି ଶୌଚାଳୟ ନିର୍ମାଣ କରିଛନ୍ତି ସୁଲଭ ଶୌଚାଳୟ ର ରଖଣ ବେଖଣ ପାଇଁ ମଧ୍ଯ୍ଯ ମାସିକ ଦରମା ଦେଇ ଏକ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏହି ସୁଲଭ ଶୌଚାଳୟର ଶୁଭଉଦ୍ଘାଟନ କରିଥିଲେ ବାଲିଆପାଳ ବିଡିଓ ବିନୋଦ କୁମାର ପଣ୍ଡା , ପୂର୍ବତନ ଜିଲ୍ଲାପରିଷଦ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର ନାଥ ଅଣ୍ଡିଆ , ବାଲିଆପାଳ ସରପଞ୍ଚ ବନଲତା ଦାସ , ବାଲିଆପାଳ ବିଜେଡି ସଭାପତି ସେକ୍ ଦାଦୁ , ମଧୁପୁରା ସରପଞ୍ଚ ପ୍ରତିନିଧି ଲମ୍ଭୋଧର ମାହାନା , ପାରୁଳିଆ ଛକ ବଣିକ ସଂଘର ସଭାପତି ଅନନ୍ତ ବିଶ୍ବାଳ , ବିଜେଡି ନେତା ପ୍ରତାପ ପାତ୍ର , ମହିଳା ନେତ୍ରୀ ଲଖ୍ମୀ ଦଳାଇ , ପୂର୍ବତନ ଛାତ୍ର ସଭାପତି ଲଖ୍ମୀଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ

Sunil Chandra Nayak

୨୦୬ ତମ ଅନନ୍ୟା ଅଡିଓ ଆସରରେ କବିତା ମେଳା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗୌରବ ଆଣିଲେ ବିଶ୍ଵଜିତ 

Sunil Chandra Nayak

Leave a Comment

error: Content is protected !!