ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚପ୍ରିଆ ଗୋଷ୍ଟୀ ସ୍ଵାସ୍ତ୍ୟକେନ୍ଦ୍ର ଠାରେ ମହିଳା ଦିବସ ପାଳିତ

ଗୋଳାମୁଣ୍ଡା/ତା୮/୩/ଆଜି ହେଉଛି ବିଶ୍ୱ ମହିଳା ଦିବସ, ସାରା ବିଶ୍ୱରେ ମହିଳା ଦିବସ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ଯୁବକଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପକ୍ଷ ରୁ ମହିଳା ଦିବସ ପାଳନ କରାଯାଇଛି , ସ୍ୱାସ୍ଥ୍ୟ କେନ୍ଦ୍ର ର ଷ୍ଟାପ ନର୍ସ ମାନେ ମହାମାରୀ ସମୟରେ ନିଜ ଜୀବନ ବାଜି ଲଗାଇ ରୋଗୀମାନଙ୍କ ଉଚିତ ସେବା ଦେଥିବାରୁ ଦଳ ପକ୍ଷ ରୁ ଉପଢୌକନ ଦେଇ ନର୍ସ ମାନଙ୍କୁ ସମ୍ମାନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ , ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଡାକେଶ୍ୱର ଲହଜାଲ,ଯୁବ ନେତା ଦିଲୀପ ସିପକା, ଆକାଶ ସୁନାନୀ,ଗୋଲାମୁଣ୍ଡା ବ୍ଲକ ଯୁବକଂଗ୍ରେସ ସଭାପତି ଲମ୍ବୋଦର ଜାଲ,ଗୋଲାମୁଣ୍ଡା ବ୍ଲକ ଯୁବ ନେତା ଅନିଲ କୁମାର ମଳିକ ସମେତ ଶତାଧିକ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କେସିଙ୍ଗା ମହାବିଦ୍ୟାଳୟ ଓଡିଆ ବିଭାଗର ବରିଷ୍ଠ ପ୍ରାଧ୍ଯାପିକା ମଞ୍ଜୁ ମେଧା ଗୁରୁଙ୍କ ଚାକିରୀ କାଳ ପରିପୂର୍ତ୍ତିର ଅବସର କାଳିନ ସମ୍ବର୍ଦ୍ଧନା

Sunil Chandra Nayak

କାମାକ୍ଷାନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ: କୁନିକୁନି ପିଲାମାନେରାଧା ଓ କୃଷ୍ଣ ବେଶରେ ହେଲେ ସୁସଜିତ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!