ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିଘର ସାହିତ୍ୟ ଚର୍ଚ୍ଚା

କୁଜଙ୍ଗ :- ସାହିତ୍ୟ ଚର୍ଯ୍ୟା ସମାଜକୁ ବଞ୍ଚିବାର ଦିଗଦର୍ଶନ ଯୋଗାଇ ଆସୁଛି ! ସଂସ୍କୃତିର ଅପମିଶ୍ରଣ କୁ ରୋକିବାର ଏକମାତ୍ର ଉପାୟ ଭାଷା ସାହିତ୍ୟର ଆଲୋଚନା, ପର୍ଯ୍ୟାଲୋଚନା, ଓ ସମୀକ୍ଷା ! ଯାହା ମାଟିଘର ସାହିତ୍ୟ ସଂସଦ କରି ଆସୁଛି ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତେରମାଣପୁର ନୃସିଂହ ମଠ ପରିସରରେ ମାଟିଘର ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାସିକ ସାହିତ୍ୟ ଚର୍ଚ୍ଚା ଡକ୍ଟର ଖିରୋଦ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି !ସମ୍ପାଦକ ବିଷ୍ଣୁ ପ୍ରସାଦ ସେଠୀ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦକ ଟୁକନ ଚରଣ ସେଠୀ, ନିରୋଦ ଆଚାର୍ଯ୍ୟ, ଅଶୋକ ଲେଙ୍କା, ପ୍ରତିଭା ମିଶ୍ର, ସୁଚିତ୍ରା ମହାନ୍ତି, ଉତ୍ତମ ସାହୁ, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ମଠାଧୀଶ ରମାକାନ୍ତ ଦାସ, ଅଧ୍ୟାପକ ଅଶୋକ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରି ସାହିତ୍ୟ ଆସରକୁ ଆଗେଇ ନେବାରେ ସହଯୋଗ କରିଥିଲେ !ତତ୍ପରେ ସ୍ୱରଚିତ କବିତା ପାଠ କରିବା ସହିତ ଆଗାମୀ ବାର୍ଷିକ ଉତ୍ସବ ସମ୍ବନ୍ଧରେ ଆଲୋକପାତ କରିଥଲେ !

କୁଜଙ୍ଗ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା 

masiha

ଜିଲ୍ଲାପାଳଙ୍କ ଅଗ୍ରଗାମୀର ବିଭିନ୍ନ ପରିବେଶ ଭିତ୍ତିକ କ୍ଷେତ୍ର ପରିଦର୍ଶନ,

Sunil Chandra Nayak

ଏ ଜଗନ୍ନାଥ ପୁର ଏମ ଆଇ ଡିଭିଜନ କେନାଲ ବନ୍ଦ ନେଇ ଚାଷୀ ଚିନ୍ତା ରେ

Leave a Comment

error: Content is protected !!