ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଠାରେ ଦାସୀ ଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର୫ ଟି ସ୍କୁଲ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବଡ଼ତିଆ ଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ରେ ଅତିଥିଭାବେ ସରପଞ୍ଚ ପ୍ରମୋଦିନି ପ୍ରହରାଜ ,ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ,ନ।ଏବ ସରପଞ୍ଚ କବିତା ପ୍ରହରାଜ ,ଶିକ୍ଷକ ଆଦିତ୍ୟ ପଣ୍ଡା ,ବ୍ରଜେନ୍ଦ୍ର ପଣ୍ଡା ,ସରସ ଚନ୍ଦ୍ର ସାହୁ ,ବାଳ କୃଷ୍ଣ ବାଗ ,ମଦନ ମୋହନ ମୁଣ୍ଡ ,ଗୋପୀନାଥ ବାଗ ତଥା ଗ୍ରାମର ସତ୍ୟନ୍ଦ୍ର ନାଥ ପ୍ରହରାଜ ,ସୂର୍ଯ୍ୟ ପଣ୍ଡା ,ନାରାୟଣ ପାଢ଼ୀ ,ବିରଞ୍ଚି ପ୍ରହରାଜ ,ଶରତ ଚନ୍ଦ୍ର ପଣ୍ଡା ,ବିକାଶ ଖମାରି ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିକାଶ ଉପରେ ଆଲୋକପାତ କରିଥିଲେ ।ସେହିପରି ତଲମଲା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ମଧ୍ୟ ୫ ଟି ସ୍କୁଲ ଲୋକାର୍ପିତ ହୋଇଥିଲା ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ସେନାପତିଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

Sunil Chandra Nayak

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

masiha

ଧାତୁକଜୁରୀ ଗାଁ ରେ ପ୍ରସିଦ୍ଧ ବୁଢାଦେଓ ଙ୍କ ଯାତ୍ରା ସମ୍ପନ୍ନ ,ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ

masiha

Leave a Comment

error: Content is protected !!