ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋଇଲାରି ମା ଲହଜାଲ ଲଙ୍ଗୁର ଠାକୁରାଣୀ ଯାତ୍ରା ସମ୍ପନ୍ନ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଆଜି ମହା ସମାରୋହରେ ମା ଲହଜାଲ ଲଙ୍ଗୁର ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଦେବା ଦେବୀଙ୍କ ପ୍ରତୀକ ଲାଠି କୁରୁଚି ଗ୍ରାମ ପରିକ୍ରମା କରି ମା ଲହଜାଲ ଲଙ୍ଗୁର ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଚଇନୂ ପୂଜାରୀ ଓ ଇଶ୍ୱର ମାଝୀ ଙ୍କ ଦ୍ଵାରା ପୂଜାର୍ଚନା କରାଯାଇଥିଲା । ପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ ମାଲାକାନଗିରି ଜିଲ୍ଲାରୁ ଭାଲୁଭଟ୍ଟା ଗ୍ରାମର ନାଟକ ପ୍ରଦର୍ଶନ କରାଯିବ l ଉକ୍ତ ଯାତ୍ରାର କମିଟି ବୃନ୍ଦ ଙ୍କ ମଧ୍ୟରେ ବଦର ଭତ୍ରା,ମନସିଂ ଭତ୍ରା, ପରମୁ ପୂଜାରୀ, ଭୈରବ ସିଂ ମାଝୀ, ଦାମୋଦର ମାଝୀ, ସାଧୁ ପନକl,ପରମା ମାଝୀ,ପଦ୍ମନ ମାଝୀ,ବିଜୟ ଭତ୍ରା,ରାମୁ ବଞ୍ଜରା, କମଳ ଲୋଚନ ପୂଜାରୀ,ଧନୀରାମ ଭତ୍ରା ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ଙ୍କ ସହଯୋଗ ରେ ସରସ ସୁନ୍ଦର ହୋଇ ପାରି ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପରମ୍ପରା ଅନୁଯାୟୀ ବାପଘରେ ତୋରଣୀ ପିଇଲେ ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା ଭଗବତୀ !!!

Sunil Chandra Nayak

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

କର୍ଲାମୁଣ୍ଡା: ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort