ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଲାୟନସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ , ଜଗନ୍ନାଥ ମହାପାତ୍ର ପୁନର୍ବାର ପଞ୍ଚମ ଥର ପାଇଁ ସଭାପତି 

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଲାୟନ୍ସ କ୍ଲବ ଇଣ୍ଟର ନେସନାଲ ର ଲାୟନ୍ ଷ୍ଟିକ୍ ବର୍ଷ 2023-2024 ପାଇଁ ନୂତନ କର୍ମକର୍ତ୍ତା ସ୍ଥାନୀୟ ତୃପ୍ତି ଲଜ ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଚୟନ କରାଯାଇଛି l ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ତଥା ଅନୁଷ୍ଠାନର ସଭାପତି ଲାୟନ ଶ୍ରୀ ଜଗନ୍ନାଥ ମହାପାତ୍ର ସର୍ବସମିତି କ୍ରମେ ନିର୍ଦ୍ଵନ୍ଦରେ ପୁନର୍ବାର ସଭାପତି ରୂପେ ମନୋନିତ ହୋଇଛନ୍ତି l ତତ୍ ସହିତ ଲାୟନ ଶ୍ରୀ ଭୁବନେଶ୍ଵର ସୁର ସମ୍ପlଦକ ଲାୟନ ବି ଶ୍ରୀଜୟ ଜୈନ କୋଷାଧ୍ୟକ୍ଷ ଲlୟନ ପି. ଏସ୍. ଶେଖର ଓ ଲାୟନ୍ ନନ୍ଦିକେଶ୍ୱର୍ ରଓ ଙ୍କୁ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ଉପସଭାପତି ଭାବେ ମନୋନିତ କରାଯାଇଅଛି lନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ କ୍ଲବ୍ ର ଡାଇରେକ୍ଟର ଡ ଧନଞ୍ଜୟ ପଟ୍ଟନାୟକ ଲାୟନ୍ ଶ୍ରୀକାନ୍ତ ମହାନ୍ତି ଲାୟନ ପି. ଏଲ୍. ମୂର୍ତ୍ତୀ ଲାୟନ ଶ୍ରୀ ଦିଲ୍ଲିପ ଦାସ ଲlୟନ ଶ୍ରୀ ଅଖିଳ କୁମାର ଭଟ୍ଟ ଲାୟନ୍ ଡି ଏମ୍ ପି ଦାସ ଲlୟନ୍ ବିକାଶ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନେ ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ଅନୁଷ୍ଠାନ ର ଗୌରବ ବୃଦ୍ଧି କରିବା ପାଇଁ ସଂକଳ୍ପ ନେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

Sunil Chandra Nayak

ରୁପ୍ରାଠାରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

Leave a Comment

error: Content is protected !!