ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

କାମାକ୍ଷାନଗର(ମନିସ )12/5/23 //ସାହାଯ୍ୟ ସହଯୋଗ କରି ଅଜଣା ନିରୁଦ୍ଧିଷ୍ଠ ଥିବା ରୋଗୀ ଙ୍କୁ ତାଙ୍କ ପରିବାର ସହିତ ଭେଟ କରାଇବା ସହିତ କଙ୍କଡାହାଡ ଡୋଲିଆଛକ ଠାରୁ କାମାକ୍ଷାନଗର ମେଡ଼ିକାଲ କାମାକ୍ଷାନଗର ମେଡ଼ିକାଲ ରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଭଲମନ୍ଦ ବୁଝିଲେ BHRC INDIA ଢେଙ୍କାନାଳ ଟିମ୍ ।

କିଛି ଦିନ ପୂର୍ବରୁ କଙ୍କଡାହାଡ ବ୍ଲକ ଡୋଲିଆଛକ ଯାତ୍ରୀ ବିଶ୍ରାମ ଗାରା ଠାରେ ଜଣେ ଅଜଣା ବ୍ୟକ୍ତି ଗୋଡଟି ଘା ହୋଇ ପଚି ଯାଇଛି ମାଛି ଭଣ ଭଣ ହେଉଛି ବସିଥିବାର ଦେଖିଲେ bhrc indiaଢେଙ୍କାନାଳ ଜିଲ୍ଲା ସମ୍ପାଦକ ପ୍ରବୀଣ ନାଏକ l ପ୍ରବୀଣ ନାଏକ ସେହି ରୋଗୀଙ୍କ ସେବା କରି ଖାଇବା ପିଇବାକୁ ଦେଇ bhrc India କାମାକ୍ଷାନଗର ର ସଭାପତି ପ୍ରଭାକର ସାହୁଙ୍କୁ ଜଣାଇଥିଲେ ଶ୍ରୀ ପ୍ରଭାକର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ l ଏହାପରେ ଅଜଣା ବ୍ୟକ୍ତି ଙ୍କ ପରିବାର ଠିକଣା ମିଳିଲା ପରଜଙ୍ଗ ବ୍ଲକ କୁଲେଇ ପଞ୍ଚାୟତ ମାଣିକମରା ଗାଁର ,ତାଙ୍କ ପରିବାର ଯାଇ ପହଂଚିଲେ ଢେଙ୍କାନାଳ ମେଡ଼ିକାଲ ରେ ଏବଂ ଜିଲ୍ଲା ସଭାପତି ସିପୁନ୍ ଦାସ ଙ୍କ ନିର୍ଦ୍ଦେଶ କ୍ରମେଃ ଢେଙ୍କାନାଳ ବ୍ଲକ women cell ପ୍ରେସିଡେଣ୍ଟ ପୂଜାରାଣୀ ରାଉତ ଢେଙ୍କାନାଳ ମେଡ଼ିକାଲ ରେ ପହଞ୍ଚି ରୋଗୀ ରାଧାକାନ୍ତ ସ୍ୱାସ୍ଥ୍ୟ ବିଷୟରେ ବୁଝିଥିଲେ ଏବଂ ଡକ୍ଟରଙ୍କ ସହିତ ପରାମର୍ଶ କରିଥିଲେ ବର୍ତ୍ତମାନ ରୋଗୀ ପୂର୍ବ ଅପେକ୍ଷା ବହୁତ ସୁସ୍ଥ ଅଛନ୍ତି bhrc india ଢେଙ୍କାନାଳ ଟିମ୍ ସମ୍ପାଦକ ପ୍ରବୀଣ ନାଏକ ପ୍ରଭାକର ସାହୁ ଓ ପୂଜାରାଣୀ ରାଉତଙ୍କ ଏହିପରି ମହତ୍ତ୍ୱପୂର୍ଣ୍ଣ ମହାନତା ସେବା ଦେଖି , ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ରାଇବଣିଆର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ସଂଗ୍ରାମୀ ବନମାଳୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

Leave a Comment

error: Content is protected !!