ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଦିବସୀ କଲ୍ୟାଣ ସଙ୍ଘ ପାଟଣାଗଡ ଶାଖା ପକ୍ଷରୁ ଆଟ ଅଫ୍ ଗିଭିଙ୍ଗ ପାଇଁ ପ୍ରସ୍ତୁତି ବୈଠକ   

ପାଟଣାଗଡ ଆଦିବସୀ ଭବନ ରେ ଆଜି ଆଦିବସୀ କଲ୍ୟାଣ ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତହୋଇଥିଲା ।ଏଥିରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀୟୁକ୍ତ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଆସନ୍ତା ୧୭ ତାରିଖ ହେବାକୁ ଯାଉଥିବା ଆଟ ଅଫ୍ ଗିଭିଙ୍ଗ୍ ଡେ ପାଲିବାକୁ କହିଥିଲେ । ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ର ସାହାଯ୍ୟ କରିବା ଗରିବ ଶ୍ରେଣୀ ର ଲୋକଙ୍କୁ ସାହାଯ୍ୟ  କରିବା ଓ ସରକାରଙ୍କ ବଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ଏବଂ ଆଦିବସୀ ମାନଙ୍କ ହକ ଅଧିକାର ବିଷୟରେ ଅବଗତ କରିଥିଲେ ।ଏହି ବୈଠକରେ ବ୍ଲକ ସଭାପତି ଅଷ୍ମରନ୍ନ ବରିହା ଚନ୍ଦ୍ର ଶବର,ଲକ୍ଷ୍ମୀ ଶବର,ବ୍ଲକ ସମ୍ପାଦକ ସାରଥି ବାଗ ,ଭୁବନ କୁଅର,ଜଳ ଧରୁଆ,ଘନ ଭୁଏ,ହୃଷିକେଶ ବସନ୍ତ ମାଝୀ ଟିକେଶର ଧରୁଆ ,ଚନ୍ଦ୍ରଶେଖର ବରିହା, ଧ୍ରମ୍ ସଂ ଧରୁଆ,ଧୁବଲେଶ୍ୱର ଭୋଇ,ଲେକୃ ଧରୁଆ ଡ଼ମୁର ଧରୁଆ ଘନ ଭୁଏ ଆନନ୍ଦ ତୁମୁନିଆ ଜଗଜୀବନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

masiha

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ବିଷାକ୍ତ ସାପ କାମୁଡାରେ ନାବାଳିକା ଗୁରୁତର

masiha

Leave a Comment

error: Content is protected !!