ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାରି ରହିଛି ଆଳତୁମା ଗ୍ରାମର ମହାନ ପ୍ରୟାସ ,ଗ୍ରାମର ପୁଜ୍ୟ ପୂଜା ଏବଂ ଅଞ୍ଚଳର ଵିଦ୍ଵାନ ପଣ୍ଡିତଙ୍କ ଦ୍ଵାରା ଗୃହ ସମ୍ମୁଖରେ ଗୁହାଳ ଓ ଗୋ ମାତା ସେବାରେ ଵ୍ରତ୍ତୀ ଥିବା ବ୍ୟକ୍ତିବିଶେଷ ହେଉଛନ୍ତି ସମ୍ବର୍ଦ୍ଧିତ

କାମାକ୍ଷାନଗର -(ମ ନି ସ)14//23 // ଗତ ମୋହିନୀ ଏକାଦଶୀ ଠାରୁ କାମାକ୍ଷାନଗର ସହର ଭିତରେ ଥିବା ଆଳତୁମା ଗ୍ରାମରେ ସଭାପତି ବ୍ରହ୍ମାନନ୍ଦ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆରମ୍ଭ ହୋଇଥିବା ଗୃହ ସମ୍ମୁଖରେ ଗୁହାଳ ଏବଂ ଗୋ ମାତା ସେବାରେ ଵ୍ରତୀ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରକ୍ରିୟାର ପଞ୍ଚମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ବରିଷ୍ଠ ଵିଦ୍ଵାନ ଜ୍ୟୋତିଷଶାସ୍ତ୍ରି/କର୍ମକାଣ୍ଡଵିତ୍ ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟଙ୍କ ସହ ଗ୍ରାମର ପୂଜ୍ୟପୂଜା ତଥା ବରିଷ୍ଠ ବୁଦ୍ଧିଜୀବୀ ଉପ-ସଭାପତି ସନ୍ତୋଷ ମହାନ୍ତି ଏବଂ ଗ୍ରାମର ଯୁବ ତାରକା ରାଜ୍ୟ ପୁରସ୍କୃତ ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢଙ୍କ ଭଳି ମହାନୁଭାଵମାନେ ଯୋଗଦେଇ ପ୍ରାପ୍ତଵୟସ୍କ ପୂଜ୍ୟସ୍ପଦ ଗୋମାତା ସେବକ ଗୋଲେଖ ଚନ୍ଦ୍ର ସାହୁ ଏବଂ ଜଳିଆ ଖିଲାରଙ୍କୁ ଉତ୍ତରୀୟ ଉପଢ଼ୌକନ , ଗେଣ୍ଡୁ ପୁଷ୍ପହାର ଏଵଂ ପ୍ରେମ ଶ୍ରଦ୍ଧା ମୈତ୍ରୀର ପ୍ରତୀକ ଗୋଲାପ ପୁଷ୍ପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

କ୍ଷୀରବତୀ ହତ୍ୟା ଘଟଣା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୧୯ ରେ ରାସ୍ତାରୋକ

Sunil Chandra Nayak

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବସ୍ତିରେ ଲାଗିଲା ସୋଲାର ଲାଇଟ

Sunil Chandra Nayak

ବିଶ୍ୱନାଥପୁର ସିଏଚସିରୁ ବାଇକରେ ଶବ ବୁହା ହେବା ଘଟଣା  -ଶବବାହକ ଗାଡ଼ି ପାଇଁ ଦାବି କଲା ସାମ୍ବାଦିକ ସମୁହ  -ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧାରଣା 

masiha

Leave a Comment

error: Content is protected !!