ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ହଜ୍ ଯାତ୍ରା

ପାପଡ଼ାହାଣ୍ଡି, 3/6,ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଦିନ ତିନି ଜଣ ଶନିବାର ହଜ୍ ଯାତ୍ରା କରିଛନ୍ତି। ସେମାନେ ହେଲେ ମହମ୍ମଦ ଆଫଜାଲ୍ ତାଙ୍କ ପିତା ମହମ୍ମଦ ଆଦଲ ଓ ମାତା ଖୁର୍ଶିଦା ବେଗମ୍ | ଏହି ସମୟ ରେ ମୁସଲିମ ସମାଜ ଲୋକେ ହଜ୍ ଯାତ୍ରୀ ଙ୍କୁ ଫୁଲମାଳ ପିନ୍ଧାଇ ,ଯାତ୍ରା ସଫଳ ହେବା କାମନା କରିଥିଲେ । ଏହା ସଙ୍ଗେ ସମସ୍ତ ଦେଶ ବାସୀଙ୍କ ଖୁସି କାମନା କରିଥିଲେ । ପବିତ୍ର ହଜ୍ ଜୁନ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରହିବ ଏହା ପୂର୍ବ ରୁ ବହୁ ନିୟମ ଅନୁଯାଇ ଧାର୍ମିକ ପରମ୍ପରା ପାଳନ କରିବାକୁ ପଡିଥାଏ ।

ପାପଡ଼ାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

ବ୍ଲକ ସ୍ତରିୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!