ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ!- ମୃତ ଡ୍ରାଇଭର ପରିବାରକୁ ସୁହାନୁଭୁତିର ହାତ ବଢାଇଲେ ଡ୍ରାଇଭର ମହାସଂଘ

  ମୟୂରଭଞ୍ଜ-୧୫/୫ (ମସିହା)ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଡ୍ରାଇଭର ମହାସଂଘର କିଛି ସଦସ୍ୟ ଦେହାନ୍ତ ହୋଇଥିବା ସାଥି ଡ଼୍ରାଇଭରଙ୍କ ପରିବାରକୁ ଚଉଦ ହଜାର ଛଅ ଶହ ଟଙ୍କା ସହାୟତା କରିଥିବା କହିଛନ୍ତି ଡ୍ରାଇଭର ସଂଘର ନେତୃବୃନ୍ଦ। ସୂଚନାଯୋଗ୍ୟ ଗତ କିଛି ଦିନ ପୁର୍ବରୁ ଯୁଡିଆ ଗ୍ରାମର କାଳୁରାମ ବାସ୍କେ ଚମ୍ପୁଆ ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା। ଘଟଣାର ସବିଶେଷ ତଥ୍ୟ ପାଇଁ ବିଶୋଇ ଡ୍ରାଇଭର ମହାସଂଘର ସଭାପତି ମୁରଲୀଧର ନାଏକ ଙ୍କ ନେତୃତ୍ବରେ ସେହି ପିଡିତା ପରିବାରକୁ କିଛି ସହାୟତା କରିବାର ଚିନ୍ତା କରି ବିଶୋଇ ବ୍ଲକରେ ଥିବା ତେର ଗୋଟି ପଞ୍ଚାୟତରୁ ମହାସଂଘ ତରଫରୁ କିଛି କିଛି ଆର୍ଥିକ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେହି ସମସ୍ତ ପଞ୍ଚାୟତ ରୁ ସଂଗୃହିତ ସମସ୍ତ ସୁହାନୁଭୁତୀକ ଅର୍ଥରାଶି ଆଜି କାଳୁରାମ ବାସ୍କେଙ୍କ ପତ୍ନୀଙ୍କୁ ଦେବା ସହିତ ମୃତ କାଳୁରାମଙ୍କ ତୈଳ ଚଳଚ୍ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

     ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ଜାନୁମଘୁଟୁ ରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!