ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ଗ୍ରାମରେ ଅବସର ବିନୋଦନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍ଘାଟନ

କାମାକ୍ଷାନଗର (ମ ନି ସ)18/5/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମର ବର ଗଛ ଠାରେ ବିନୋଦନ କେନ୍ଦ୍ରର ମାନ୍ୟବର ସାଂସଦ ଢେଙ୍କାନାଳ ମହେଶ ସାହୁଙ୍କ ଅନୁଦାନ ପାଣ୍ଠିରୁ ତାଙ୍କ ପରାମର୍ଶ କ୍ରମେ କଙ୍କଡ଼ାହାଡ଼ ବ୍ଲକ ଉପାଧ୍ୟକ୍ଷା ଦିପା ସାହୁ ଶୁଭ ଉଦ୍ଘାଟନ କରି ଥିଲେ। ଏଥିରେ କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ଅଧକ୍ଷ କାର୍ତ୍ତିକ ସାହୁ, କଙ୍କଡ଼ାହାଡ଼ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବିମଳ କୁମାର ସାହୁ, ଗ୍ରାମ ସଭାପତି ପ୍ରକାଶ ବିଶ୍ଵାଳ, ବରିଷ୍ଟ ନାଗରିକ ମଞ୍ଚର ସଭାପତି ଭଗବାନ ସିଂହ, ବରିଷ୍ଠ ସାମ୍ବାଦିକ ପାଣ୍ଡବ ଚରଣ ଦାସ, ରାମେଶ୍ବର ମହାଦେବ ମନ୍ଦିର ସଭାପତି କମଳ ଲୋଚନ ଦାସ, ପୂର୍ବତନ ସରପଂଚ ଭରତ ଚନ୍ଦ୍ର ସାହୁ, ଶମ୍ଭୁନାଥ ସିଂହ, ଗ୍ରାମ ସମ୍ପଦକ ତ୍ରିଲୋଚନ ପଣ୍ଡା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନଡ଼ିଆ ଭାଙ୍ଗି ଶୁଭ ଉଦ୍ଘାଟନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଗ୍ରାମବାସୀ ସାଧୁବାଦ୍ ଜଣାଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ମେଗା ଅଏଲ୍ ପାମ୍ ରୋପଣ କାର୍ଯ୍ୟକ୍ରମ ଉଦ୍ଘାଟିତ 

Sunil Chandra Nayak

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

Leave a Comment

error: Content is protected !!