ନବରଙ୍ଗପୁର– (ମସିହା ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚାରାଗୁଡl ଗ୍ରାମ ପଞ୍ଚାୟତର କେଲିଆ ବାବା ସ୍ଵର୍ଣ୍ଣ ସ୍ଵର ମନ୍ଦିର ରେ ପାନୀୟ ଜଳ ନେଇ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ l ସେହିପରି ଦାଢିଆ ଗୁଡା ଗ୍ରାମରେ ମଧ୍ଯ ପାନୀୟ ଜଳ ର ଘୋର ଅଭାବ ରହିଥିଲା lତାହାର ସମାଧାନ କରି ଏକ ନୁତନ ନଳକୂପ ଖନନ କରିଥିବା ବେଳେ ସେହିପରି ଦାଢିଆ ଗୁଡା ଗ୍ରାମରେ ଏକ ନୁତନ ନଳକୂପ ଖନନ କରି ଏ ଗ୍ରୀଷ୍ମ ରିତୁ ରେ ପାନୀୟ ଜଳ ଯୋଗାଇ ଦେଇଥିବାରୁ ଚଚାରାଗୁଡl ଗ୍ରାମ ବାସୀ ଙ୍କ ସହ ସ୍ଥାନୀୟ ଅଞ୍ଚଳ ବାସୀ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଓ ସଂସାଦ ରମେଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି l
next post