ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅପହରଣ ସମୟରେ ଯୁବତୀ ଉଦ୍ଧାର : ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଲାଞ୍ଜିଗଡ଼,୨୭/୦୫(ମନିସ)-ଏକ ପିକଅପ୍ ଭ୍ୟାନରେ ଜଣେ ଯୁବତୀଙ୍କୁ ଚାରିଜଣ ଯୁବକ ଅପହରଣ କରିନେଉଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ଯୁବତୀଙ୍କୁ ପୁଲିସ ଜିମାରେ ଦେଇଛନ୍ତି ! ଏଇ ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ! ଖବର ଅନୁଯାୟୀ, ଆଜି ସକାଳ ନଅଟା ସମୟରେ କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ୪ ଜଣ ଯୁବକ ଏକ ପିକଅପ୍ ଭ୍ୟାନରେ ଜୋରଜବରଦସ୍ତି ଅପହରଣ କରି ନେଉଥିବାବେଳେ କଦମ୍ବଗୁଡ଼ା ଛକ ନିକଟରେ ଯୁବତୀ ଜଣଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପିକଅପ୍ ଭ୍ୟାନଟିକୁ ଅଟକାଇବାରୁ ଘଟଣା ସଂପର୍କରେ ଜଣା ପଡ଼ିଥିଲା ! ଗ୍ରାମବାସୀ ଯୁବତୀଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେବାସହ ଚାରିଜଣ ଯୁବକଙ୍କୁ ଅଟକାଇ ରଖିବାକୁ ଚେଷ୍ଟା କରିଥିଲେ ! ତେବେ କୌଶଳ କ୍ରମେ ଜଣେ ଯୁବକ ଖସି ପଳାଇଥିବାବେଳେ ପିକଅପ୍ ଭ୍ୟାନର ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ କଦମ୍ବଗୁଡ଼ା ଗ୍ରାମବାସୀ ! ଏ ସଂପର୍କରେ ଖବର ପାଇ ପୁଲିସ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ ଓ ବିଶ୍ବନାଥ ମହଲା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପହରଣର ଶିକାର ଯୁବତୀଙ୍କ ସମେତ ୩ ଜଣ ଯୁବକଙ୍କୁ ସିକେରକୁପା ଫାଣ୍ଡିକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି ! ଘଟଣା ସଂପର୍କରେ ଅଧିକ ତଦନ୍ତ ପାଇଁ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ମଧ୍ୟ ସିକେରକୁପା ଫାଣ୍ଡିରେ ପହଞ୍ଚିଥିବା ଜଣାପଡ଼ିଛି ! ଅପରପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶ୍ବନାଥପୁର ଥାନା ବକଟପୁରର ଜୟନ୍ତ ହରପାଲ ଫେରାର ଥିବା ପୁଲିସ କହିଛି ! ତେବେ ଏନେଇ ତଦନ୍ତ ଜାରି ରହିଛି !

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort