ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଙ୍କଡ଼ାହାଡ଼ ରେ ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ 

କାମାକ୍ଷାନଗର (ମନିସ )27/5/23 //ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଠାରେ ବିଜେପି ର ମଣ୍ଡଳ କାଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l କଙ୍କଡ଼ାହାଡ଼ ବିଜେପି କର୍ମୀ ସଂଘଠନ କିପରି ମଜଭୁତ ହୋଇପାରିବ 7ଟି ପଂଚାୟତ ର କର୍ମୀ ଙ୍କ ଉପସ୍ଥିତି ରେ ଆଲୁଚନା ହୋଇଥିଲା l ଏହି ମଣ୍ଡଳ କାଯ୍ୟକାରିଣୀ ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୁଷଣ ପ୍ରଧାନ ଙ୍କ ଅଉପସ୍ଥିତରେ ବଳଭଦ୍ର ସାହୁ ଅଧକ୍ଷତା କରିଥିଲେ ଏଥିରେ ଝିଲି

ସରପଞ୍ଚ. ଓ ବାମ ସରପଞ୍ଚ.ଯୁବ ସଭାପତି ସର୍ଚିତା ନନ୍ଦ ପାଳ.ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ପଣ୍ଡା. ଶୁଭେନ୍ଦୁ ପାଳ. ମୋହନ ସିଂହ. ଦେବାଶିଷ ପଣ୍ଡା ଉପସ୍ଥିତ ରେ ଆଗାମୀ 2024 ନିର୍ବାଚନ କୁ ଆଖି ଆଗରେ ରଖି ଏହି ବୈଠକ ଅନୁଷ୍ଟିତ ହୋଇଥିଲା. ଏଠାରେ ଶତାଧିକ କର୍ମୀ ଙ୍କ ଗହଣ ରେ କରଗୋଳା ପଂଚାୟତ ର 11 ଜଣ ବିଜେଡି କର୍ମୀ ସ୍ୱଚ୍ଛାକୃତ ଭାବେ ବିଜେପି ଦଳରେ ଯୋଗଦେଲେ .ଏଥିରେ ବିଭୂତି ଭୁଷଣ ପ୍ରଧାନ ନୂତନ କର୍ମୀଙ୍କୁ ଉତ୍ତରୀୟ ଦେଇ ଆଦରିନେଇଥିଲେ.

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦେଶରେ ଅରାଜକତାକୁ ବରଦାସ୍ତ କରାଯିବ ନାହିଁ : ଲଲାଟେନ୍ଦୁ ମହାପାତ୍ର

Sunil Chandra Nayak

କଣ୍ଟାବାଞ୍ଜି ରାଜନୀତିରେ ହଟଚମଟ , ଉଭୟ କଂଗ୍ରେସ ,ବିଜେପି ଓ ବିଜେଡି ମଧ୍ଯରେ ଛକାପଞ୍ଚା

masiha

ଜିଲ୍ଲା ବିଜେଡି ଦଳର ମହିଳା ସଙ୍ଘଠାନିକ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!